ChampionMaganna_WebBanner_728X90
ChampionMaganna_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ORHDC ଦୁର୍ନୀତି ମାମଲା, IAS ବିନୋଦ କୁମାରଙ୍କ ସହ ୬ ଜଣଙ୍କୁ ଜେଲ୍‌ଦଣ୍ଡ ଶୁଣାଇଲେ ସ୍ପେଶାଲ୍‌ ଜଜ୍‌
  • ||
  • ଫିରୋଜାବାଦରେ ଛାତିଥରା ଅଗ୍ନିକାଣ୍ଡ, ଜିଅନ୍ତା ଜଳିଗଲେ ପରିବାରର ୬ଜଣ
  • ||
  • କୁହୁଡ଼ି ନେଲା ଜୀବନ; ରାସ୍ତା ଦେଖାନଯିବାରୁ ବସ୍‌କୁ ପିଟିଲା ଟ୍ରକ୍, ଦୁର୍ଘଟଣାରେ ଚାଲିଗଲା ୬ ଜୀବନ
  • ||
  • ଇଡିରେ ହାଜର ହେଲେ ଅବିନାଶ ପ୍ରିୟଦର୍ଶୀ, ସୁପ୍ରିମ ଅଟୋ ମୋବାଇଲ ମୁଖ୍ୟ ପରିଚାଳକ ହେଲେ ଅବିନାଶ
  • ||

୯ ଲକ୍ଷ ୪୦ ହଜାର ଟଙ୍କା ଲୁଟ୍ ଘଟଣା : ଜଣେ ଗିରଫ

8/10/2021 at 4:56 PM

ବ୍ରହ୍ମପୁର ୮।୧୦: ଗତ ୬ ତାରିଖରେ ଜଣେ ବ୍ୟକ୍ତି ସୀମାଞ୍ଚଳ ବେହେରାଙ୍କ ୯ ଲକ୍ଷ ୪୦ ହଜାର ଟଙ୍କା ଲୁଟ୍ ଘଟଣାରେ ତଦନ୍ତ କରିଥିଲା ପୋଲିସ । ୯ ଲକ୍ଷ ୪୦ ହଜାର ଟଙ୍କା ଉଦ୍ଧାର କରିବା ସହ ଜଣେ ଗିରଫ ହୋଇଥିବା ସୂଚନା ଦେଲେ ବ୍ରହ୍ମପୁର ଏସପି ପିନାକ ମିଶ୍ର । ଗିରଫ ଯୁବକ ଜଣଙ୍କ ହେଲେ ଥବୀର ପାତ୍ର। ଲୁଟ୍ କରିଥିବା ଯୁବକ ଜଣଙ୍କ ସୀମାଞ୍ଚଳଙ୍କ ସଂପର୍କୀୟ ବୋଲି ଜଣାପଡିଥିବା ଏସପି ସୂଚନା ଦେଇଛନ୍ତି ।

   Related Posts