ଅପ୍ରାସଙ୍ଗିକତା ଏବଂ ଅଦରକାରୀ ଆଇନର ପରିବର୍ତ୍ତନ ଆବଶ୍ୟକ ଅଛି : ଆଇନ ମନ୍ତ୍ରୀ

Published By : Prameya-News7 Bureau | October 16, 2024 IST

ଭୁବନେଶ୍ବର ୧୬।୧୦: ଖୁବ୍‌ଶୀଘ୍ର ରାଜ୍ୟ ସରକାର ଗଠନ କରିବେ ଲ’ ରିଭିଜନ କମିଶନ I ଏଭଳି ସୂଚନା ଦେଇଛନ୍ତି ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ଯେଉଁ ଅପ୍ରାସଙ୍ଗିକତା ଏବଂ ଅଦରକାରୀ ଆଇନ ରହିଛି । ତାର ପରିବର୍ତ୍ତନ ଆବଶ୍ୟକ ଅଛି I ସେଥିପାଇଁ ରାସ୍ତା ଖୋଲିବ । ଯେଉଁ ଆଇନ ଉପରେ ପର୍ଯ୍ୟବେସିତ ହୋଇ ସରକାର ଚାଲେ ସେସବୁ ଆଇନ ଗୁଡିକର ନବୀକରଣ ବା ପୁନବିନ୍ୟାସ ଆବଶ୍ୟକତା ଅଛି I ତେଣୁ ମାସେ ଦେଢ ମାସ ଭିତରେ ଏହା ଗଠନ ହେବ ବୋଲି ଆଇନ ମନ୍ତ୍ରୀ ସୂଚନା ଦେଇଛନ୍ତ ।

You Can Read:

ଯେଉଁମାନେ ଦଳ ଛାଡୁଛନ୍ତି ସେମାନଙ୍କ ଉଦ୍ଦେଶ୍ୟ ଲୋକେ ଜାଣନ୍ତି, ସମୟ ଆସିଲେ ଭୋଟର ଜବାବ ଦେବେ : ସନ୍ତୃପ୍ତ ମିଶ୍ର

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.