ଆମକୁ ଡାକ୍ତର ଦିଅ ଦାବିରେ ରାସ୍ତାରେ।କ
6/06/2018 at 4:59 AM

ଡାକ୍ତର ପଦବୀ ପୂରଣ ଦାବିରେ ଜାତୀୟ ରାଜପଥ ଅବରୋଧ କଲେ ସ୍ଥାନୀୟ ବାସିନ୍ଦା । କଳାହାଣ୍ଡି କୋକସରା ବ୍ଲକ ସିଏଚସି ଏବଂ ପିଏଚସିରେ ଡାକ୍ତର ନାହାନ୍ତି । ଫଳରେ ନାହିଁନଥିବା ଅସୁବିଧା ଭେ।ଗୁଛନ୍ତି ସ୍ଥାନୀୟ ବାସିନ୍ଦା । ଡାକ୍ତର ପଦବୀ ପୂରଣ ଦାବି କରି ୨୬ ନମ୍ବର ଜାତୀୟ ରାଜପଥ ଅବରୋଧ କରିଛନ୍ତି । ରାସ୍ତାରେ।କ ଯେ।ଗୁଁ ଭବାନୀପାଟଣା-ଜୟପୁରକୁ ଯାତାୟାତ ବାଧାପ୍ରାପ୍ତ ହେ।ଇଛି ।