ଆମ୍ବୁଲାନ୍ସରେ ଶଢୁଛି ଦାଦନ ଶବ ; କ୍ଷତିପୂରଣ ନମିଳିବା ଯାଏ ଶବ ସତ୍କାର ନକରିବାକୁ ଗ୍ରାମବାସୀଙ୍କ ଜିଦ୍
11/05/2018 at 9:13 AM

ଆମ୍ବୁଲାନ୍ସରେ ଶଢୁଛି ଦାଦନ ଶବ… କ୍ଷତିପୂରଣ ନମିଳିବା ଯାଏ ଶବ ସତ୍କାର ନକରିବାକୁ ଗ୍ରାମବାସୀଙ୍କ ଜିଦ୍… ସିକନ୍ଦରାବାଦ କମ୍ପାନୀକୁ ଗଲେ ଗାଁର ୮ଜଣ … ପାଇପ୍ କାମ ବେଳେ ମାଟି ଅତଡା ଧସି ୩ ଶ୍ରମିକଙ୍କ ହୋଇଥିଲା ମୃତ୍ୟୁ…
Related Posts
କାର୍ରୁ ବିପୁଳ ପରିମାଣର ଗଞ୍ଜେଇ ଜବତ, ୩ ମାଫିଆ ଗିରଫ
1 June 2023