scan steel
web-baneer-728x90
WhatsApp Image 2023-12-06 at 12.52.17
728x90-banner-17.2.24jpg
Untitled-1 copy (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

କର୍ଣ୍ଣାଟକରେ କଂଗ୍ରେସ ଆଗରେ; ଅପରାହ୍ଣ ୧ଟା ସୁଦ୍ଧା ୨ଟି ଆସନରେ ବିଜୟୀ, ୧୨୮ଟି ସିଟ୍‌ରେ ଆଗରେ

13/05/2023 at 1:04 PM

ବେଙ୍ଗାଲୁରୁ: କର୍ଣ୍ଣାଟକରେ କଂଗ୍ରେସ ଖୋଲିଲା ବିଜୟ ଖାତା । ଦୁଇଟି ବିଧାନସଭା ଆସନରେ ବିଜୟୀ ହୋଇଛନ୍ତି କଂଗ୍ରେସ ପ୍ରାର୍ଥୀ । କର୍ଣ୍ଣାଟକ ନିର୍ବାଚନ ଆୟୋଗଙ୍କ ତଥ୍ୟ ଅନୁଯାୟୀ, କଂଗ୍ରେସ ୧୩୦ଟି ସିଟରେ ଆଗରେ ରହିଥିବା ବେଳେ ୨ଟି ଆସନରେ ବିଜୟୀ ହୋଇଛି । ସେହିପରି ବିଜେପି 66ଟି ବିଧାନସଭା ଆସନରେ ଆଗରେ ରହିଛି । ଜେଡିଏସକୁ ୨୨ଟି ସିଟରେ ଆଗରେ ଚାଲୁଥିବା ବେଳେ ଅନ୍ୟାନ୍ୟ ୬ଟି ଆସନରେ ଆଗରେ ରହିଛନ୍ତି । କର୍ଣ୍ଣାଟକରେ ମୋଟ୍ ୨୨୪ଟି ବିଧାନସଭା ଆସନରେ ଭୋଟ୍ ଗଣିତି ଚାଲୁଛି ।

   Related Posts