ବେଙ୍ଗାଲୁରୁ: କର୍ଣ୍ଣାଟକରେ କଂଗ୍ରେସ ଖୋଲିଲା ବିଜୟ ଖାତା । ଦୁଇଟି ବିଧାନସଭା ଆସନରେ ବିଜୟୀ ହୋଇଛନ୍ତି କଂଗ୍ରେସ ପ୍ରାର୍ଥୀ । କର୍ଣ୍ଣାଟକ ନିର୍ବାଚନ ଆୟୋଗଙ୍କ ତଥ୍ୟ ଅନୁଯାୟୀ, କଂଗ୍ରେସ ୧୩୦ଟି ସିଟରେ ଆଗରେ ରହିଥିବା ବେଳେ ୨ଟି ଆସନରେ ବିଜୟୀ ହୋଇଛି । ସେହିପରି ବିଜେପି 66ଟି ବିଧାନସଭା ଆସନରେ ଆଗରେ ରହିଛି । ଜେଡିଏସକୁ ୨୨ଟି ସିଟରେ ଆଗରେ ଚାଲୁଥିବା ବେଳେ ଅନ୍ୟାନ୍ୟ ୬ଟି ଆସନରେ ଆଗରେ ରହିଛନ୍ତି । କର୍ଣ୍ଣାଟକରେ ମୋଟ୍ ୨୨୪ଟି ବିଧାନସଭା ଆସନରେ ଭୋଟ୍ ଗଣିତି ଚାଲୁଛି ।
{"id":785897,"sizeSlug":"full","linkDestination":"none"}