scan steel
web-baneer-728x90
WhatsApp Image 2023-12-06 at 12.52.17
728x90-banner-17.2.24jpg
Untitled-1 copy (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ସାମ୍ବାଦିକଙ୍କୁ ଆକ୍ରମଣ ଘଟଣା ; ରାଜ୍ୟବ୍ୟାପୀ କଳାବ୍ୟାଜ୍ ପିନ୍ଧି ପ୍ରତିବାଦ କରିବେ ସାମ୍ବାଦିକ

30/09/2018 at 12:27 PM

ପୁରୀ ୩୦/୯ : ସାମ୍ବାଦିକଙ୍କୁ ଆକ୍ରମଣ ଘଟଣାର ପ୍ରତିବାଦ କରିବେ ସାମ୍ବାଦିକ । ଆଜି ରାଜ୍ୟବ୍ୟାପୀ ସାମ୍ବାଦିକ କରିବେ ପ୍ରତିବାଦ । କଳାବ୍ୟାଜ୍ ପିନ୍ଧି ସାମ୍ବାଦିକମାନେ ପ୍ରତିବାଦ କରିବେ ବେ।ଲି OUJ ପକ୍ଷରୁ କୁହାଯାଇଛି । ସମ୍ବାଦିକଙ୍କ ଉପରେ ବାରମ୍ବାର ଆକ୍ରମଣ ହେଉଛି । ତଥାପି ସମ୍ବାଦିକଙ୍କ ସୁରକ୍ଷା ପାଇଁ କାହାର ଦରଦ ନାହିଁ । ନା ସରକାର ନା ପ୍ରସାଶନ, କେହି ବି ଚିନ୍ତିତ ନାହାନ୍ତି ।

   Related Posts