ଜୟପୁର ତେଲିଙ୍ଗିରି ରାଣୀଗଡ଼-ବୋରିପୁଟରେ ମାଟି ଅତଡା ଧସିବା ଘଟଣା;ମାଟି ତଳେ ଫସି ରହିଛନ୍ତି ୪ ଜଣ ଶ୍ରମିକ
1/06/2018 at 4:41 AM

ଜୟପୁର ତେଲିଙ୍ଗିରି ରାଣୀଗଡ଼-ବୋରିପୁଟରେ ମାଟି ଅତଡା ଧସିବା ଘଟଣା । ଏବେ ବି ମାଟି ତଳେ ଫସି ରହିଛନ୍ତି ୪ ଜଣ ଶ୍ରମିକ । ତେଲିଙ୍ଗିରି ପ୍ରକଳ୍ପ ଲାଗି କାମ ଚାଲିଥିବାବେଳେ ଅଘଟଣ ଘଟିଛି । ଗତକାଲି ସଂଧ୍ୟାରେ ଜେ.ସି.ବି ଲଗାଇ ପଥର ଖୋଳା ଯାଉଥିବା ବେଳେ ମାଟି ଅତଡ଼ା ଧସି ହୋଇଯାଇଥିଲା । ଘଟଣାସ୍ଥଳରେ ଅଗ୍ନିଶମ ବିଭାଗ ଓ ପୋଲିସ୍ ପହଞ୍ଚି ଉଦ୍ଧାର କାମ ଜାରି ରଖିଛନ୍ତି ।
Related Posts
ଜଳ ଭଣ୍ଡାରରୁ ମହିଳା ପୋଷ୍ଟମାଷ୍ଟରଙ୍କ ମୃତଦେହ ଉଦ୍ଧାର
28 March 2023