oroinfra
maganna
anutap
FileReOpen
TASTEtheBEST
EVOS_WebBanner_728X90
oroinfra
ChampionMaganna_WebBanner_728X90
Anutap_WebBanner_728X90
FileReOpen_WebBanner_728X90
TASTEtheBEST_WebBanner_728X90
EVOS_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାସ୍ତାକଡ଼କୁ ଓଲଟିଲା ଯାତ୍ରୀବାହୀ ବସ୍‌, ଓଡିଶା ଗ୍ରାମ୍ୟବ୍ୟାଙ୍କର ମ୍ୟାନେଜର ମୃତ, ଗୁରୁତର ଡାକ୍ତରଖାନାରେ ଭର୍ତ୍ତି
  • ||
  • ଭଦ୍ରକ ଜିଲ୍ଲାପାଳ କାର୍ଯ୍ୟାଳୟରୁ ସୂଚନା, ଧାମନଗର ଉପନିର୍ବାଚନ ପାଇଁ ଲାଗୁ ହେଲା ଆଦର୍ଶ ଆଚରଣ ବିଧି
  • ||
  • ଅଗ୍ନିଶ୍ଵର ମନ୍ଦିର ଉପରେ ଚଢ଼ିଗଲେ ପୂଜକ, ସିଂହଦ୍ୱାର ଥାନାରେ ଅଟକ ରଖିଲା ପୋଲିସ୍‌
  • ||
  • ଅରୁଣାଚଳ ପ୍ରଦେଶ: ତଓ୍ୱାଙ୍ଗରେ ସେନା ହେଲିକପ୍ଟର କ୍ରାସ୍, ପାଇଲଟଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ଉପର ତଳ ଦୈନିକ ସଂକ୍ରମଣ, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୬୮ କୋଭିଡ୍ ପଜିଟିଭ୍
  • ||
  • ବୌଦ୍ଧ : ଲୁଗା ଶୁଖାଇବା ହେଲା କାଳ, ବିଦ୍ୟୁତ ଆଘାତରେ ଚାଲିଗଲା ତିନିଜଣଙ୍କ ଜୀବନ
  • ||
  • ଲଘୁଚାପ ପ୍ରଭାବରେ ଭିଜୁଛି ସାରା ରାଜ୍ୟ, ଭଦ୍ରକରେ ରେକର୍ଡ ସଂଖ୍ୟକ ବର୍ଷା
  • ||
  • ବାରାମୁଲ୍ଲାରେ ଶୋପିଆନ୍‌ରେ ଏନକାଉଣ୍ଟର: ୩ ଆତଙ୍କବାଦୀ ନିପାତ, ମୁଲୁରେ କମ୍ୱିଂ ଜାରି
  • ||

ପ୍ରଧାନମନ୍ତ୍ରୀଙ୍କ ଘୋଷଣା; ପ୍ରତିବର୍ଷ ଜାନୁଆରୀ ୧୬କୁ ଦେଶ ପାଳିବ ‘ରାଷ୍ଟ୍ରୀୟ ଷ୍ଟାର୍ଟ-ଅପ ଦିବସ’

15/01/2022 at 5:44 PM

ନୂଆଦିଲ୍ଲୀ ୧୫/୦୧ : ଶନିବାର ଷ୍ଟାର୍ଟ-ଅପ ଉଦ୍ୟୋଗୀଙ୍କ ସହ ବୈଠକ କରି ବଡ଼ ଘୋଷଣା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏଣିକି ପ୍ରତିବର୍ଷ ଜାନୁଆରୀ ୧୬କୁ ରାଷ୍ଟ୍ରୀୟ ଷ୍ଟାର୍ଟ-ଅପ ଦିବସ ରୁପେ ପାଳନ କରାଯିବ। ଶନିବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଷ୍ଟାର୍ଟ ଅପ ବ୍ୟବସାୟୀଙ୍କ ସହ ଆଲୋଚନ କରି ଏହା ସହ ଜଡିତ ବିଭିନ୍ନ ପ୍ରସଙ୍ଗ ଉପରେ ଆଲୋଚନା କରିଥିଲେ। ପ୍ରଧାନମନ୍ତ୍ରୀ ନିଜ ସମ୍ୱୋଧନରେ କହିଛନ୍ତି, ଷ୍ଟାର୍ଟ ଅପର ପ୍ରଥା ଦୂର-ଦୂରାନ୍ତ ପର୍ଯ୍ୟନ୍ତ ପହଞ୍ଚୁ, ଏଥିପାଇଁ ପ୍ରତି ବର୍ଷ ଜାନୁଆରୀ ୧୬କୁ ରାଷ୍ଟ୍ରୀ ଷ୍ଟାର୍ଟ ଅପ ଦିବସ ରୁପେ ପାଳନ କରିବାକୁ ସରକାର ନିଷ୍ପତ୍ତି ନେଇଛନ୍ତି ।

ଏହି ଅବସରରେ ପ୍ରଧାନମନ୍ତ୍ରୀ କହିଛନ୍ତି , ଦେଶରେ ପିଲାଟି ଦିନରୁ ହିଁ ଛାତ୍ରଛାତ୍ରୀକୁ ନବସୃଜନ ପ୍ରତି ଆକୃଷ୍ଟ କରିବା ଆମର ଲକ୍ଷ୍ୟ । ୯ ହଜାରରୁ ଅଧିକ ଅଟଳ ଥିଙ୍କରିଙ୍ଗ ଲ୍ୟାବରେ ପିଲାଙ୍କୁ ସ୍କୁଲରେ ନବସୃଜନ ଏବଂ ନୂଆ ଚନ୍ତାଧାର ଉପରେ କାମ କରିବାକୁ ସଯୋଗ ଦିଆଯାଉଛି । ରାଷ୍ଟ୍ରୀୟ ଷ୍ଟାର୍ଟ ଅପ ଦିବସର ଘୋଷଣା ସହ ସମସ୍ତ ଯୁବ ଉଦ୍ୟମୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ପ୍ରଧାନମନ୍ତ୍ରୀ।

ପ୍ରଧାନମନ୍ତ୍ରୀ କହିଛନ୍ତି, ନବସୃଜନ ସୃଷ୍ଟି କରିବା ଦିଗରେ ଭାରତ ଯେଉଁ ଅଭିଯାନ ଜାରି ରଖିଛି, ତାର ପ୍ରଭାବ ଗ୍ଲୋବାଲ ଇନୋଭେସନ ସୂଚକାଙ୍କରେ ଦେଖିବାକୁ ମିଳିଛି । ୨୦୧୫ରେ ଏହି ସୂଚକାଙ୍କରେ ଭାରତ ୮୧ତମ ସ୍ଥାନରେ ରହିଥିଲା। ବର୍ତ୍ତମାନ ଭାରତ ଏହି ସୂଚକାଙ୍କର ୪୬ତମ ସ୍ଥାନରେ ରହିଛି।

   Related Posts