ଭଦ୍ରକରେ ମାସ୍କ ନପିନ୍ଧି ତଣ୍ଡ ଗଣିଲେ ୭୯ ଜଣ

Published By : Prameya-News7 Bureau | April 30, 2020 IST

ଭଦ୍ରକ୩୦/୪: ବର୍ତ୍ତମାନ ସୁଦ୍ଧା ଭଦ୍ରକ ଜିଲ୍ଲାରେ ମୋଟ୍ ୨୯୧୮ଟି ସାମ୍ପୁଲ ଟେଷ୍ଟ ହୋଇଛି। ଏଥି ମଧ୍ୟରେ ୨୮୯୯ଟି ନମୁନା ରିପୋର୍ଟ ନେଗେଟିଭ ବାହାରି ଥିବା ବେଳେ ୧୯ଟି ପଜିଟିଭ ବାହାରିଛି । ସେଥିମଧ୍ୟରୁ ପୂର୍ବରୁ ୨ ଜଣ ସୁସ୍ଥ ହୋଇଛନ୍ତି ବୋଲି ଟୁଇଟ ଯୋଗେ ସୂଚନା ଦେଇଛନ୍ତି ଜିଲ୍ଲାପାଳ ଜ୍ଞାନ ଦାସ ।

{"id":262826,"sizeSlug":"large"}

ସେହିପରି ଲକଡାଉନ୍ ନିୟମ ଉଲଂଘନ କରି ଧରାପଡ଼ିଛନ୍ତି ୧୪୫ ଜଣ ଗାଡି ଚାଳକ। ଜରିମାନା ବାବଦକୁ ୧ ଲକ୍ଷ ୩୧ ହଜାର ୫ ଶହ ଟଙ୍କା ଆଦାୟ ହୋଇଛି। ୭୯ ଜଣ ମାସ୍କ ନପିନ୍ଧି ୧୫ ହଜାର ୮ ଶହ ଜରିମାନା ଆଦାୟ ହୋଇଛି।

{"id":262825,"sizeSlug":"large"}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.