vridhi excotica
star kirano
ori homes
vridhi excotica
star kirano
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପାଟି ବନ୍ଦ କରି ବ୍ୟାଟିଂ କର, ପଡିଆରେ ଜନି ବେୟରଷ୍ଟୋଙ୍କ- ବିରାଟ କୋହଲି ମୁହାଁମୁହିଁ, ଭିଡିଓ ଭାଇରାଲ
  • ||
  • ମହାରାଷ୍ଟ୍ର ରାଜନୀତି : ଆଜି ସଂଖ୍ୟା ଗରିଷ୍ଠତାର ପ୍ରମାଣ ଦେବେ ଏକନାଥ, ସେପଟେ ଅଡୁଆରେ ଠାକରେ ଗୋଷ୍ଠୀ
  • ||
  • ୨୪ ଘଣ୍ଟାରେ ଲଘୁଚାପ ବଳୟ, ଏହି ସବୁ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା
  • ||
  • ରୋହିତ ଶର୍ମା ଫିଟ୍, ସୁସ୍ଥ ହେଲା ପରେ କରୁଛନ୍ତି ପ୍ରାକ୍ଟିସ୍
  • ||
  • ଖାଲି ଶତକ ନୁହେଁ, ବଡ ସ୍କୋର କରିବାରେ ମଧ୍ୟ ବିରାଟ ବିଫଳ : ଏଜବେଷ୍ଟନ୍ ଟେଷ୍ଟରେ ବି ଫ୍ଲପ୍ ରନ୍ ମେସିନ୍
  • ||

କେହି ଅଜଣା ନାରୀ ଯଦି ସ୍ବପ୍ନରେ ଆସୁଥାନ୍ତି ତାହେଲେ ଜାଣନ୍ତୁ ଆପଣଙ୍କ ସହ କଣ ଘଟିବାକୁ ଯାଉଛି ……..

20/08/2019 at 5:26 PM

ଆମେ ଯାହା କିଛି ଭାବିଥାଉ କିମ୍ବା ନିଜ ମନରେ ରଖିଥାଉ ସେହି ଜିନିଷ ରାତିରେ ଆମ ସ୍ବପ୍ନରେ ଦେଖାଯାଇଥାଏ । ଆମକୁ ଅତ୍ୟନ୍ତ ଆଶ୍ଚର୍ଯ୍ୟ ଲାଗିଥାଏ ଯେ ଏପରି କାହିଁକି ହୋଇଥାଏ। ପ୍ରତ୍ୟେକ ମନୁଷ୍ୟକୁ ଭିନ୍ନ ଭିନ୍ନ ସ୍ବପ୍ନ ଆସିଥାଏ କିନ୍ତୁ ଏହାର ଅର୍ଥ ଏୟା ନୁହେଁ ଯେ ଏହି ସ୍ବପ୍ନ ସକାଳେ ଉଠିବା ପରେ ପୂରଣ ହେବ।

ଶାସ୍ତ୍ର ଅନୁସାରେ ଏପରି କିଛି ସ୍ବପ୍ନ ଥାଏ ଯାହା କେବେ କେବେ ଠିକ୍ ସମୟରେ ଦେଖାଗଲେ ପୂରଣ ହୋଇଥାଏ। ତେବେ ଆସନ୍ତୁ ଜାଣିବା ସ୍ବପ୍ନରେ କୌଣସି ଅଜଣା ନାରୀଙ୍କ ସହ ଶାରିରୀକ ସମ୍ପର୍କ ସ୍ଥାପନ କରିବା ଦେଖିବାର ଅର୍ଥ କ’ଣ ହୋଇପାରେ।

୧. ଶାସ୍ତ୍ର ଅନୁସାରେ ଏପରି କୁହାଯାଇଥାଏ ଯେ ସ୍ବପ୍ନରେ କୌଣସି ଅଜଣା ନାରୀଙ୍କ ସହ ଶାରିରୀକ ସମ୍ପର୍କ ସ୍ଥାପନ କରିବା ସ୍ବପ୍ନର ଅର୍ଥ ହେଉଛି ଯେ ଆପଣ ଖୁବ୍ ଶୀଘ୍ର ଧନୀ ହେବେ ଏବଂ ଆପଣଙ୍କ ସମୟ ସୁଖ ଏବଂ ଆନନ୍ଦରେ ଭରିଯିବ।

୨. ଏହା ମଧ୍ୟ କୁହାଯାଇଥାଏ ଯେ ଏପରି ସ୍ବପ୍ନ ଦେଖିବା ଦ୍ବାରା ଆପଣ ବହୁତ ଶୀଘ୍ର ଏହି ସୁଖ ପ୍ରାପ୍ତି କରିବେ ଅର୍ଥାତ୍ ଖୁବ୍ ଶୀଘ୍ର ଆପଣଙ୍କ ବିବାହ ହେବ।

୩. ଆଉ ମଧ୍ୟ କୁହାଯାଏ ଯେ ଯେଉଁ ବ୍ୟକ୍ତି ଅବିବାହିତ ସେମାନଙ୍କୁ ଏହି ସ୍ବପ୍ନ ଜରିଆରେ ଏସବୁ ଚରମ ସୁଖ ମିଳିଥାଏ ଯାହା ସେମାନେ କଳ୍ପନା କରିଥାଆନ୍ତି।

   Related Posts