କେହି ଅଜଣା ନାରୀ ଯଦି ସ୍ବପ୍ନରେ ଆସୁଥାନ୍ତି ତାହେଲେ ଜାଣନ୍ତୁ ଆପଣଙ୍କ ସହ କଣ ଘଟିବାକୁ ଯାଉଛି ……..

Published By : Prameya-News7 Bureau | August 20, 2019 IST

ଆମେ ଯାହା କିଛି ଭାବିଥାଉ କିମ୍ବା ନିଜ ମନରେ ରଖିଥାଉ ସେହି ଜିନିଷ ରାତିରେ ଆମ ସ୍ବପ୍ନରେ ଦେଖାଯାଇଥାଏ । ଆମକୁ ଅତ୍ୟନ୍ତ ଆଶ୍ଚର୍ଯ୍ୟ ଲାଗିଥାଏ ଯେ ଏପରି କାହିଁକି ହୋଇଥାଏ। ପ୍ରତ୍ୟେକ ମନୁଷ୍ୟକୁ ଭିନ୍ନ ଭିନ୍ନ ସ୍ବପ୍ନ ଆସିଥାଏ କିନ୍ତୁ ଏହାର ଅର୍ଥ ଏୟା ନୁହେଁ ଯେ ଏହି ସ୍ବପ୍ନ ସକାଳେ ଉଠିବା ପରେ ପୂରଣ ହେବ।

ଶାସ୍ତ୍ର ଅନୁସାରେ ଏପରି କିଛି ସ୍ବପ୍ନ ଥାଏ ଯାହା କେବେ କେବେ ଠିକ୍ ସମୟରେ ଦେଖାଗଲେ ପୂରଣ ହୋଇଥାଏ। ତେବେ ଆସନ୍ତୁ ଜାଣିବା ସ୍ବପ୍ନରେ କୌଣସି ଅଜଣା ନାରୀଙ୍କ ସହ ଶାରିରୀକ ସମ୍ପର୍କ ସ୍ଥାପନ କରିବା ଦେଖିବାର ଅର୍ଥ କ’ଣ ହୋଇପାରେ।

୧. ଶାସ୍ତ୍ର ଅନୁସାରେ ଏପରି କୁହାଯାଇଥାଏ ଯେ ସ୍ବପ୍ନରେ କୌଣସି ଅଜଣା ନାରୀଙ୍କ ସହ ଶାରିରୀକ ସମ୍ପର୍କ ସ୍ଥାପନ କରିବା ସ୍ବପ୍ନର ଅର୍ଥ ହେଉଛି ଯେ ଆପଣ ଖୁବ୍ ଶୀଘ୍ର ଧନୀ ହେବେ ଏବଂ ଆପଣଙ୍କ ସମୟ ସୁଖ ଏବଂ ଆନନ୍ଦରେ ଭରିଯିବ।

୨. ଏହା ମଧ୍ୟ କୁହାଯାଇଥାଏ ଯେ ଏପରି ସ୍ବପ୍ନ ଦେଖିବା ଦ୍ବାରା ଆପଣ ବହୁତ ଶୀଘ୍ର ଏହି ସୁଖ ପ୍ରାପ୍ତି କରିବେ ଅର୍ଥାତ୍ ଖୁବ୍ ଶୀଘ୍ର ଆପଣଙ୍କ ବିବାହ ହେବ।

୩. ଆଉ ମଧ୍ୟ କୁହାଯାଏ ଯେ ଯେଉଁ ବ୍ୟକ୍ତି ଅବିବାହିତ ସେମାନଙ୍କୁ ଏହି ସ୍ବପ୍ନ ଜରିଆରେ ଏସବୁ ଚରମ ସୁଖ ମିଳିଥାଏ ଯାହା ସେମାନେ କଳ୍ପନା କରିଥାଆନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.