IAS ସ୍ତରରେ ଅଦଳବଦଳ : ଡକ୍ଟର ପ୍ରମୋଦ ମେହେର୍ଦ୍ଦା ହେଲେ ରାଜ୍ୟପାଳଙ୍କ ପ୍ରମୁଖ ସଚିବ
29/02/2020 at 2:28 PM

ଭୁବନେଶ୍ବର ୨୯।୨: ଆଇଏସଏ ସ୍ତରରେ ଅଦଳବଦଳ ହୋଇଛି । ଦୁଇ ବରିଷ୍ଠ ଆଇଏଏସ ଅଫିସରଙ୍କୁ ନୂଆ ଦାୟିତ୍ବ ଦିଆଯାଇଛି । ୧୯୯୭ ବ୍ୟାଚ୍ର ବରିଷ୍ଠ ଆଇଏଏସ ଅଫିସର ଡକ୍ଟର ପ୍ରମୋଦ ମେହେର୍ଦ୍ଦାଙ୍କୁ ରାଜ୍ୟପାଳଙ୍କ ପ୍ରମୁଖ ସଚିବ ଦାୟିତ୍ବ ମିଳିଛି । ପରିବହନ ସଚିବ ଦାୟିତ୍ବ ମଧ୍ୟ ତୁଲାଇବେ ପ୍ରମୋଦ ମେହେର୍ଦ୍ଦା ।

ସେହିପରି ୧୯୯୧ ବ୍ୟାଚ୍ର ଆଇଏଏସ ଅଫିସର ମଧୁସୂଦନ ପାଢୀଙ୍କୁ ଲ୍ୟାଣ୍ଡ ରେକର୍ଡସ ଆଣ୍ଡ୍ ସେଟେଲମେଣ୍ଟର କମିଶନର ଦାୟିତ୍ବ ଦିଆଯାଇଛି । ରାଜ୍ୟପାଳଙ୍କ ପ୍ରମୁଖ ସଚିବ ଥିଲେ ଆଇଏଏସ ମଧୁସୂଦନ ପାଢୀ ।

Related Posts
ଘରୁ ମିଳିଲା ସ୍ୱାମୀ-ସ୍ତ୍ରୀଙ୍କ ଝୁଲନ୍ତା ମୃତଦେହ, ପୋଲିସ ଖୋଜୁଛି କାରଣ
28 January 2023
ଖଣ୍ଡଗିରି ପୋଲିସକୁ ସଫଳତା, ୫ ପେସାଦାର ଅପରାଧୀ ଗିରଫ
28 January 2023