ପାଳିତ କନ୍ୟାକୁ ଚେଙ୍କ : ନା ମାନେ ନା
4/05/2018 at 9:11 AM

୪ ବର୍ଷର ଶିଶୁ କନ୍ୟାକୁ ଚେଙ୍କ ଦେଇଥିବା ଅଭିଯୋଗ
ଶ୍ରୀରାମନଗର ହନୁମାନ ମନ୍ଦିର ନିକଟରେ ଅଘଟଣ
ଚେଙ୍କ ଦେଇଥିବା ଯୁବକ ବଡବଜାର ଥାନାରେ ଅଟକ
ଅଟକ ଯୁବକ ରୁନା ଗୌଡ
ଚେଙ୍କ ଦେବାର କାରଣ ଅସ୍ପଷ୍ଟ
ଗତ କିଛି ଦିନ ତଳେ ଦାଶରଥି ମାଝି ନିଜ ଝିଅକୁ ତାଙ୍କ ସମ୍ପର୍କୀୟ ରୁନା ଗୌଡଙ୍କ ଘରେ ଛାଡିଥିଲେ