ବଙ୍ଗୋପସାଗର ଉପକୂଳବର୍ତ୍ତୀ ଜିଲ୍ଲାରେ ହାଇ ଆଲର୍ଟ
22/04/2018 at 7:25 AM

ବଙ୍ଗୋପସାଗର ଉପକୂଳବର୍ତ୍ତୀ ଜିଲ୍ଲାରେ ହାଇ ଆଲର୍ଟ
ସମୁଦ୍ରରେ ୨ ରୁ ୩ମିଟର ଉଚ୍ଚ ଜୁଆର ଆସିବ
ଆଜିଠାରୁ ୨୪ ତାରିଖ ଭିତରେ ଜୁଆର ଆସିବା ନେଇ ପାଣିପାଗ ବିଭାଗ ସତର୍କ ସୂଚନା ଜାରି କରିଛି
ଏହାକୁ ଆଧାର କରି ବାଲେଶ୍ଵର,ଭଦ୍ରକ,ଜଗତସିଂହପୁର,ପାରାଦୀପ,ପୁରୀ,କେନ୍ଦ୍ରାପଡା ଓ ଗଂଜାମ ଜିଲ୍ଲାର ଜିଲ୍ଲାପାଳଙ୍କୁ ସତର୍କ କରାଯାଇଛି
ମୁଖ୍ୟତଃ ସମୁଦ୍ରକୂଳ ଅଂଚଳରେ ରହୁଥିବା ବ୍ୟକ୍ତି ଓ ମତ୍ସଜିବୀଙ୍କୁ ସତର୍କ ରହିବାକୁ କୁହାଯାଇଛି
ସମୁଦ୍ରରେ ଗାଧୋଇବାକୁ ନେଇ କଟକଣା ଜାରି କରିଛନ୍ତି
ଓଡିଶା ସହ କେରଳ ଓ ପଶ୍ଚିମବଙ୍ଗ ଉପକୂଳରେ ମଧ୍ୟ ହାଇ ଆଲର୍ଟ ଜାରି କରାଯାଇଛି