ଭୁବନେଶ୍ବର ଉପକଣ୍ଠ ବାଲି ପାଟଣାରେ ବାଲି ଘାଟ କର୍ମଚାରୀ ଆକ୍ରମଣ, ୫ ଆହତ
4/09/2018 at 4:29 AM

ଭୁବନେଶ୍ବର ଉପକଣ୍ଠ ବାଲି ପାଟଣାରେ ବାଲି ଘାଟ କର୍ମଚାରୀ ଆକ୍ରମଣ, ୫ ଆହତ । ବାଲିପାଟଣା କୁଶଭଦ୍ରା ନଦୀ ଭାକର ସାହି ବାଲି ଘାଟ ନିକଟରେ ଘଟିଛି ଏହି ଘଟଣା। ଦୁର୍ବୃତ୍ତମାନେ ୫ କର୍ମଚାରୀଙ୍କୁ ଆକ୍ରମଣ କରିବା ସହିତ ଏକ ଲୋଡରକୁ ପୋଡ଼ି ଦେଇଛନ୍ତି । ଖବର ପାଇଁ ଦମକଳ ବାହିନୀ ନିଆଁକୁ ଆୟତ୍ତ କରିଛି । ୫ ଆହତଙ୍କୁ ବାଲିପାଟଣା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିବା ବେଳେ ପୋଲିସ ଘଟଣାସ୍ଥଳରେ ପହଁଞ୍ଚି ଘଟଣାର ତଦନ୍ତ କରୁଛି
Related Posts
ବିପୁଳ ପରିମାଣର ଗଞ୍ଜେଇ ଜବତ; ୪ ଚୋରା ଚାଲାଣକାରୀ ଗିରଫ
5 July 2022