scan steel
web-baneer-728x90
WhatsApp Image 2023-12-06 at 12.52.17
728x90-banner-17.2.24jpg
Untitled-1 copy (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ଆନନ୍ଦପୁରରେ ସରକାରୀ ଜମି ଜବରଦଖଲ ଉଚ୍ଛେଦ, ନୋଟିସ୍ ସତ୍ତ୍ବେ କୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ ଜବରଦଖଲକାରୀ

13/02/2024 at 11:35 AM

ଆନନ୍ଦପୁର ୧୩।୨: ସରକାରୀ ଜମି ଜବରଦଖଲ ଉଚ୍ଛେଦ । ଆନନ୍ଦପୁର ପୌରପଳିକା ପକ୍ଷରୁ ଜବରଦଖଲ ଉଚ୍ଛେଦ କରାଯାଇଛି ।

ସୂଚନାଯୋଗ୍ୟ ଯେ, କେନ୍ଦୁଝର ଜିଲ୍ଲା ଆନନ୍ଦପୁର ପୌରପାଳିକା ତରଫରୁ ସରକାରୀ ଜମି ଜବର ଦଖଲ ଉଚ୍ଛେଦ କରାଯାଇଛି । ପୌରପାଳିକାର ୩ନଂ ଓ୍ବାର୍ଡରେ ପ୍ରସ୍ତାବିତ ବହୁମୁଖୀ ହଲ୍ ପାଇଁ ଚିହ୍ନଟ ହୋଇଥିବା ଜମି ଉପରେ କିଛି ଲୋକ ଜବରଦଖଲ କରି ବ୍ୟବସାୟ କରୁଥିଲେ ।

ପୌରପାଳିକା ତରଫରୁ ପୂର୍ବରୁ ବାରମ୍ବାର ନୋଟିସ୍ ସତ୍ତ୍ବେ  ଜବରଦଖଲକାରୀମାନେ ସ୍ଥାନ ଖାଲି କରିବା ପରିବର୍ତ୍ତେ  କୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ । ଉଚ୍ଚ ନ୍ୟାୟଳୟ ତରଫରୁ ଜବରଦଖଲ ଉପରେ ସ୍ଥଗିତାଦେଶ ଜାରି ହୋଇଥିଲା । ତେବେ ଗତ ୧୮ ତାରିଖରେ କୋର୍ଟଙ୍କ ପକ୍ଷରୁ ସ୍ଥଗିତାଦେଶ ଉଠିବା ପରେ ମାଜିଷ୍ଟ୍ରେଟ୍ ଓ ପୋଲିସ ଉପସ୍ଥିତିରେ ଜବର ଦଖଲ ଉଚ୍ଛେଦ କରିଛି ପୌରପାଳିକା ।

You Can Read :

   Related Posts