scan steel
web-baneer-728x90
1 (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ପ୍ରମୁଖ ଖବର
  • ଉତ୍ତରକାଶୀ ଟନେଲରୁ ବଡ଼ ଖବର ।। ୧୭ ଦିନ ପରେ ଉଦ୍ଧାରରେ ମିଳିଲା ସଫଳତା ।। ସମସ୍ତ ୪୧ ଶ୍ରମିକ ଉଦ୍ଧାର ।। ସୁଡ଼ଙ୍ଗରେ ଶ୍ରମିକଙ୍କ ଉଦ୍ଧାର କାର୍ଯ୍ୟ ଶେଷ ।। ୧୭ ଦିନ ପରେ ସୁଡ଼ଙ୍ଗରୁ ସକୁଶଳ ଉଦ୍ଧାର ହେଲେ ୪୧ ଶ୍ରମିକ ।। ଉଦ୍ଧାର ସମସ୍ତ ୪୧ ଜଣ ଶ୍ରମିକଙ୍କୁ ସେମାନଙ୍କ ପରିବାର ସହ ପଠାଗଲା ହସ୍ପିଟାଲ
  • ||

ହାଙ୍ଗଝୌ ଏସୀୟ କ୍ରୀଡ଼ାରେ ଭାରତର ସୁନା ବର୍ଷା, ପଞ୍ଚମ ସ୍ୱର୍ଣ୍ଣ ପଦକ ଆଣିଲେ ସିଫ୍ଟ କୌର

27/09/2023 at 11:15 AM

ନୂଆଦିଲ୍ଲୀ ୨୭/୦୯:ଚୀନରେ ଅନୁଷ୍ଠିତ ହାଙ୍ଗଝୌ ଏସୀୟ କ୍ରୀଡ଼ାରେ ଭାରତର ସ୍ୱର୍ଣ୍ଣ ବର୍ଷା । ଆଉ ଏକ ସ୍ୱର୍ଣ୍ଣ ଜିତିଲେ ଭାରତୀୟ ପ୍ରତିଯୋଗୀ । ମହିଳା ସୁଟିଂରେ ସ୍ୱର୍ଣ୍ଣ ଜିତିଛନ୍ତି ସୁଟର ସିଫ୍ଟ କୌର ସାମ୍ରା । ଏହି ବିଜୟ ସହ ଭାରତର ସ୍ୱର୍ଣ୍ଣ ସଂଖ୍ୟା ୫ରେ ପହଞ୍ଚିଛି ।

ଭାରତର ଆକାଉଣ୍ଟରେ ଆଉ ଏକ ସୁନା ଯୋଡା ଯାଇଛି । ୫୦ ମିଟର ରାଇଫଲ ଇଭେଣ୍ଟ ମାଧ୍ୟମରେ ସିଫ୍ଟ କୌର ଦେଶ ପାଇଁ ପଞ୍ଚମ ସ୍ୱର୍ଣ୍ଣ ଜିତିଛନ୍ତି । ସେହିଭଳି ଇଭେଣ୍ଟରେ ଚୀନ୍ ଦ୍ୱିତୀୟ ସ୍ଥାନ ଅଧିକାର କରି ରୌପ୍ୟ ଜିତିଛି । ଯେତେବେଳେ କି ଭାରତର ଆଶି ୫୦ମିଟର ରାଇଫଲ ଇଭେଣ୍ଟରେ ତୃତୀୟ ସ୍ଥାନ ଅଧିକାର କରି ବ୍ରୋଞ୍ଜ ଜିତିବାରେ ସଫଳ ହୋଇଥିଲେ।

you can also read….

   Related Posts