ଚୋରା ଚାଲାଣ ବେଳେ ଗଞ୍ଜେଇ ଜବତ, ଜଣେ ଯୁବକ ଗିରଫ
2/12/2020 at 3:40 PM

ବ୍ରହ୍ମପୁର ୨।୧୨: ଚୋରା ଚାଲାଣ ବେଳେ ଗଞ୍ଜେଇ ଜବତ । ଚଢାଉ ବେଳେ ବ୍ରହ୍ମପୁର ପୋଲିସ ହାତରେ ଧରାପଡିଲା ସାଢେ ୨୮ କିଲୋ ଗଞ୍ଜେଇ ଜବତ । ଅଭିଯୋଗରେ ଜଣକୁ ଗିରଫ କରିଛି ପୋଲିସ । ଗିରଫ ଜଣକ ହେଲେ ସାଗର ମୁଳି । ବିଭିନ୍ନ ଥାନାରେ ସାଗର ନାଁରେ ଏକାଧିକ ମାମଲା ରହିଛି । ଏ ନେଇ ବ୍ରହ୍ମପୁର ଅତିରିକ୍ତ ଏସପି ପ୍ରଭାତ ରାଉତରାୟ ସୂଚନା ଦେଇଛନ୍ତି ।
Related Posts
ପୂର୍ବ ଶତୃତାରୁ ମରଣାନ୍ତରକ ଆକ୍ରମଣ; ଅଭିଯୁକ୍ତ ଗିରଫ
4 February 2023
ବାଘ ମଣିଷ ମୁହାଁମୁହିଁ : ଗୁରୁତର ଯୁବକ ଡାକ୍ତରଖାନାରେ ଭର୍ତ୍ତି
4 February 2023