ଭଦ୍ରକ୧୨|୧: ଅଗ୍ନିକାଣ୍ଡରେ ୪ବଖରାରୁ ଅଧିକ ଘର ଭସ୍ମୀଭୂତ । ଭଦ୍ରକ ଜିଲ୍ଲା ଧାମନଗର ବ୍ଲକ ଇଛାପୁର ଗାଁରେ ଅଗ୍ନିକାଣ୍ଡ ଘଟିଛି । ଗାଁର ଦୁର୍ଜ୍ୟଧନ ରାଉତଙ୍କ ଘରୁ ପ୍ରଥମେ ନିଆଁ ଲାଗିଥିଲା । ଧିରେ ଧିରେ ନିଆଁ ଅନ୍ୟ ଘରକୁ ବ୍ୟାପିଯାଇଥିଲା । ଅଗ୍ନିକାଣ୍ଡର କାରଣ ଜଣାପଡିନାହିଁ । ଧାମନଗର ଅଗ୍ନିଶମ ବାହିନୀ ନିଆଁକୁ ଆୟତ୍ତ କରିଛି ।
ମୋଦିଙ୍କୁ ଥରୁରଙ୍କ ତାରିଫ ହଜମ କରିପାରିଲାନି କଂଗ୍ରେସ...
