ଲଗାଣ ବର୍ଷା ଯୋଗୁଁ ଜଗତସିଂହପୁରରେ ସାଧାରଣ ଜନଜୀବନ ଅସ୍ତବ୍ୟସ୍ତ ; ୫୦ରୁ ଅଧିକ ଗାଁ ଜଳବନ୍ଦୀ
12/10/2018 at 1:43 PM

ଜଗତସିଂହପୁର ୧୨|୧୦: ଲଗାଣ ବର୍ଷା ଯୋଗୁ ଜଗତସିଂହପୁରରେ ସାଧାରଣ ଜନଜୀବନ ଅସ୍ତବ୍ୟସ୍ତ ହୋଇଛି। ଜିଲ୍ଲାର ଏରସମା ବ୍ଳକ୍ ସୁଆକୁଣ୍ଡ, ସାଇଲୋ, ଭଜାଖିଆ, ଗୋଡା ଗାଁ ଜଳବନ୍ଦୀ ଅବସ୍ଥାରେ ରହିଛି । ସେହିପରି ବିରିଡି ବ୍ଲକର ମଙ୍ଗୁଲି ପଂଚାୟତ ପାଣି ଘେରରେ ରହିଛି । ସେହିପରି ବାଲିକୁଦା, ଏରସମା ତିର୍ତୋଲ, ନାଉଗାଁ ଆଦି ବ୍ଲକର ୫୦ରୁ ଅଧିକ ଗାଁରେ ବନ୍ୟା ପରିସ୍ଥିତି ଦେଖାଦେଇଛି ।
Related Posts
ସ୍ତ୍ରୀ ହତ୍ୟାକାରୀ ସ୍ୱାମୀକୁ ଆଜୀବନ କାରାଦଣ୍ଡ ଦେଲେ ଅଦାଲତ
31 January 2023
ଟ୍ୟୁସନ୍ ଶିକ୍ଷକଙ୍କ ମୃତ୍ୟୁ ଖବର ପାଇ ଆତ୍ମହତ୍ୟା କଲେ ଛାତ୍ରୀ
31 January 2023