ଯଜ୍ଞ ମଣ୍ଡପରେ ଅଗ୍ନିକାଣ୍ଡ
5/05/2018 at 5:49 AM

ମନ୍ଦିର ପ୍ରତିଷ୍ଠା ପାଇଁ ଚାଲିଥିଲା ଯଜ୍ଞ, ହଠାତ ନିଆଁ ଲାଗି ସବୁ ପୋଡି ପାଉଁଶ ହେଇଯାଇଛି | ଗଂଜାମ କବିସୂର୍ଯ୍ୟ ନଗର ଥାନା ବାଲିଛାଇ ଫାଣ୍ଡି ଅଧୀନ ମାଗୁରାପୁଞ୍ଚା ଗାଁରେ ଗୋପୀନାଥ ମନ୍ଦିର ପ୍ରତିଷ୍ଠା ପାଇଁ ଯଜ୍ଞ ଚାଲିଥିବାବେଳେ ଅଘଟଣ ଘଟିଥିଲା |
Related Posts
ଜଳ ଭଣ୍ଡାରରୁ ମହିଳା ପୋଷ୍ଟମାଷ୍ଟରଙ୍କ ମୃତଦେହ ଉଦ୍ଧାର
28 March 2023