AKK 2023
Hari omm 2
AKK2023
hari om films
WEB_F-8
HARI-OMM_728X90_B
WEB_F-9
Showcase2022
hari om films
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ନବଦାସ ହତ୍ୟା ଘଟଣାରେ ଡିଜିଙ୍କ ପ୍ରେସମିଟ୍, କହିଲେ ତଦନ୍ତକୁ ଆହୁରି ଲାଗିବ ସମୟ
  • ||
  • ଭୁବନେଶ୍ୱର୨: CFSLର ସହାୟତାରେ ASI ଗୋପାଳ ଦାସଙ୍କ ହେବ ଭଏସ ଟେଷ୍ଟ
  • ||
  • ଖଲ୍ଲିକୋଟ: ବସ୍‌ କର୍ମଚାରୀ ଭୁଲିଗଲେ ମାନବିକତା, ଅଧାରାସ୍ତାରେ ଛାଡି ଚାଲିଗଲେ ମୃତଦେହ
  • ||
  • ଦାରିଙ୍ଗବାଡି: ବାଇକ୍‌-କାର୍‌ ମୁହାଁମୁହିଁ ଧକ୍କା: ୨ ମୃତ, ଜଣେ ଆହତ
  • ||
  • ପାଟଣା: ପୋଖରୀ ଭିତରକୁ ପଶିଲା ତେଲ ଟ୍ୟାଙ୍କର, ଭାରସାମ୍ୟ ହରାଇ ଓଲଟିପଡିଲା
  • ||

ପ୍ରୟାଗରାଜ କୁମ୍ଭମେଳାରେ ଭୟାବହ ଅଗ୍ନିକାଣ୍ଡ ; ଜଳିଗଲା ୧୦ରୁ ଅଧିକ ଟେଣ୍ଟ

14/01/2019 at 1:00 PM

ପ୍ରୟାଗରାଜ ୧୪|୧: ଉତ୍ତରପ୍ରଦେଶ ପ୍ରୟାଗରାଜ କୁମ୍ଭମେଳାରେ ଭୟାବହ ଅଗ୍ନିକାଣ୍ଡ ହୋଇଛି । ଗ୍ୟାସ୍ ସିଲିଣ୍ଡର ଫାଟି ଟେଣ୍ଟ୍ ରେ ନିଆଁ ଲାଗିଯାଇଛି । ଅଗ୍ନିକାଣ୍ଡରେ ଜଳିଯାଇଛି  ୧୦ରୁ ଅଧିକ ଟେଣ୍ଟ୍ । ନିଆଁ ଲିଭା ପାଇଁ ଅଗ୍ନିଶମ ବାହିନୀ ପକ୍ଷରୁ  ଉଦ୍ୟମ ଜାରି ରହିଛି । ଆସନ୍ତା ୧୫ତାରିଖରୁ ପ୍ରୟାଗରାଜଠାରେ କୁମ୍ଭ ସ୍ନାନ ଆରମ୍ଭ ହେବାର ଅଛି । ଏହି ଅଗ୍ନିକାଣ୍ଡ ଫଳରେ କାହାର ଜୀବନହାନୀ ହୋଇଥିବା ନେଇ ଖବର ଆସିନାହିଁ ।

   Related Posts