ପ୍ରୟାଗରାଜ କୁମ୍ଭମେଳାରେ ଭୟାବହ ଅଗ୍ନିକାଣ୍ଡ ; ଜଳିଗଲା ୧୦ରୁ ଅଧିକ ଟେଣ୍ଟ
14/01/2019 at 1:00 PM

ପ୍ରୟାଗରାଜ ୧୪|୧: ଉତ୍ତରପ୍ରଦେଶ ପ୍ରୟାଗରାଜ କୁମ୍ଭମେଳାରେ ଭୟାବହ ଅଗ୍ନିକାଣ୍ଡ ହୋଇଛି । ଗ୍ୟାସ୍ ସିଲିଣ୍ଡର ଫାଟି ଟେଣ୍ଟ୍ ରେ ନିଆଁ ଲାଗିଯାଇଛି । ଅଗ୍ନିକାଣ୍ଡରେ ଜଳିଯାଇଛି ୧୦ରୁ ଅଧିକ ଟେଣ୍ଟ୍ । ନିଆଁ ଲିଭା ପାଇଁ ଅଗ୍ନିଶମ ବାହିନୀ ପକ୍ଷରୁ ଉଦ୍ୟମ ଜାରି ରହିଛି । ଆସନ୍ତା ୧୫ତାରିଖରୁ ପ୍ରୟାଗରାଜଠାରେ କୁମ୍ଭ ସ୍ନାନ ଆରମ୍ଭ ହେବାର ଅଛି । ଏହି ଅଗ୍ନିକାଣ୍ଡ ଫଳରେ କାହାର ଜୀବନହାନୀ ହୋଇଥିବା ନେଇ ଖବର ଆସିନାହିଁ ।
Related Posts
ଏସିଆର ସବୁଠାରୁ ବଡ଼ ପୁସ୍ତକ ସମ୍ମାନ ଗୋଲ୍ଡେନ୍ ବୁକ୍ ଆୱାର୍ଡ ୨୦୨୩ ଘୋଷଣା
3 February 2023