Hari omm 2
hari om films
AKK 2023
AKK2023
HARI-OMM_728X90_B
Showcase2022
hari om films
WEB_F-8
WEB_F-9
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ଓଟିଇଟି ପ୍ରଶ୍ନପତ୍ର ଲିକ୍ ଘଟଣା ; ମଙ୍ଗଳାବାଗ ଥାନାରେ ମାମଲା ରୁଜୁ

19/01/2019 at 3:11 PM

କଟକ ୧୯|୧: ଓଟିଇଟି ପ୍ରଶ୍ନପତ୍ର ଲିକ୍ ଘଟଣାରେ କଟକ ମଙ୍ଗଳାବାଗ ଥାନାରେ ଓଟିଇଟି ପକ୍ଷରୁ ମାମଲା ରୁଜୁ ହୋଇଛି । ଘଟଣାର କ୍ରାଇମବ୍ରାଞ୍ଚ ତଦନ୍ତ କରିବ । ଏହା ସହ କମିଶନରେଟ୍ ପୋଲିସ ମଧ୍ୟ ତଦନ୍ତ କରିବା ବୋଲି ସୂଚନା ଦେଇଛନ୍ତି ପୋଲିସ କମିଶନର ସତ୍ୟଜିତ ମହାନ୍ତି । ଗତ ବୁଧବାର ପରୀକ୍ଷା ପ୍ରଶ୍ନପତ୍ର ସୋସିଆଲ୍ ମିଡିଆରେ ଭାଇରାଲ୍ ହୋଇଥିଲା । ଏହା ପରେ ପରୀକ୍ଷାକୁ ବାତିଲ୍ କରିଥିଲେ ମାଧ୍ୟମିକ ଶିକ୍ଷା ପରିଷଦ କର୍ତ୍ତୃପକ୍ଷ । ଯାହାକୁ ନେଇ ଏକ ଲକ୍ଷ ୧୨ ହଜାର ପରୀକ୍ଷାର୍ଥୀଙ୍କୁ ନିରାଶ ହୋଇଛନ୍ତି ।

   Related Posts