ଓଟିଇଟି ପ୍ରଶ୍ନପତ୍ର ଲିକ୍ ଘଟଣା ; ମଙ୍ଗଳାବାଗ ଥାନାରେ ମାମଲା ରୁଜୁ
19/01/2019 at 3:11 PM

କଟକ ୧୯|୧: ଓଟିଇଟି ପ୍ରଶ୍ନପତ୍ର ଲିକ୍ ଘଟଣାରେ କଟକ ମଙ୍ଗଳାବାଗ ଥାନାରେ ଓଟିଇଟି ପକ୍ଷରୁ ମାମଲା ରୁଜୁ ହୋଇଛି । ଘଟଣାର କ୍ରାଇମବ୍ରାଞ୍ଚ ତଦନ୍ତ କରିବ । ଏହା ସହ କମିଶନରେଟ୍ ପୋଲିସ ମଧ୍ୟ ତଦନ୍ତ କରିବା ବୋଲି ସୂଚନା ଦେଇଛନ୍ତି ପୋଲିସ କମିଶନର ସତ୍ୟଜିତ ମହାନ୍ତି । ଗତ ବୁଧବାର ପରୀକ୍ଷା ପ୍ରଶ୍ନପତ୍ର ସୋସିଆଲ୍ ମିଡିଆରେ ଭାଇରାଲ୍ ହୋଇଥିଲା । ଏହା ପରେ ପରୀକ୍ଷାକୁ ବାତିଲ୍ କରିଥିଲେ ମାଧ୍ୟମିକ ଶିକ୍ଷା ପରିଷଦ କର୍ତ୍ତୃପକ୍ଷ । ଯାହାକୁ ନେଇ ଏକ ଲକ୍ଷ ୧୨ ହଜାର ପରୀକ୍ଷାର୍ଥୀଙ୍କୁ ନିରାଶ ହୋଇଛନ୍ତି ।
Related Posts
ଡିଭାଇଡରରେ ପିଟି ହେଲା ବସ୍, ଗାଡ଼ିରେ ଥିଲେ ୨୦ରୁ ଅଧିକ ଯାତ୍ରୀ
30 January 2023