ହିନ୍ଦୁ ନାଁ, କିନ୍ତୁ ଧର୍ମରେ ଏମାନେ ମୁସଲିମ୍; ଜାଣନ୍ତୁ କିଏ କିଏ ଅଛନ୍ତି ଲିଷ୍ଟରେ…

Published By : Prameya-News7 Bureau | January 28, 2024 IST

ନୂଆଦିଲ୍ଲୀ ୨୮।୦୧: ଅଭିନେତା ଅଭିନେତ୍ରୀଙ୍କୁ ନେଇ ସବୁବେଳେ ହୁଏ ଖୁବ୍‌ ଚର୍ଚ୍ଚା । ଖାସ୍‌ କରି ବଲିଉଡ୍‌ ଷ୍ଟାର୍‌ଙ୍କୁ ନେଇ ହୁଏ ଗସିପ୍‌ । କିନ୍ତୁ ଏମିତି କିଛି ଅଭିନେତ୍ରୀ ଅଛନ୍ତି ଯାହାଙ୍କ ନାଁ ହେଉଛି ହିନ୍ଦୁ, କିନ୍ତୁ ଏମାନେ ଧର୍ମରେ ଅଟନ୍ତି ମୁସଲିମ୍ । ତେବେ କିଏ ଏହି ସେଲିବ୍ରେଟି ? ଆସନ୍ତୁ ଜାଣିବା…

{"id":901522,"sizeSlug":"full","linkDestination":"none"}

ଲିଷ୍ଟର ପ୍ରଥମରେ ଅଛନ୍ତି ମଧୁବାଲା । ଯିଏ ମୁସଲିମ୍ ଥିଲେ । ଆଉ ତାଙ୍କର ରିଅଲ୍ ନାଁ ଥିଲା ମୁମତାଜ ବେଗମ୍ । ସେହିପରି ସଞ୍ଜୟ ଦତ୍ତଙ୍କ ପତ୍ନୀ ମାନ୍ୟତା ଦତ୍ତ ମଧ୍ୟ ମୁସଲିମ୍ ଅଟନ୍ତି । ତାଙ୍କର ରିଅଲ୍ ନାଁ ଦିଲନବାଜ ଶେଖ୍ । ସେହିପରି ଶର୍ମିଳା ଟାଗୋର ମଂସୁର ଅଲି ଖାନ୍ଙ୍କୁ ବିବାହ କରିବା ପରେ ଇସଲାମ୍ ଧର୍ମକୁ ଆପଣାଇଥିଲେ । ସେ ନିଜ ନାଁ ଶର୍ମିଳାରୁ କରିଛନ୍ତି ଆଏଶା ସୁଲତାନା ରଖିଛନ୍ତି ।

{"id":901523,"width":839,"height":629,"sizeSlug":"full","linkDestination":"none"}

ହେମା ମାଳିନି ଧର୍ମେନ୍ଦଙ୍କୁ ବିବାହ ପାଇଁ ଇସଲାମ୍ ଧର୍ମ ଆପଣାଇ ନିଜ ନାଁ ଆଏଶା ରଖିଥିଲେ । ରିନା ରୟ ମୁସଲିମ୍ ପରିବାରରୁ ଆସିଥିଲେ । ତାଙ୍କର ରିଅଲ୍ ନାଁ ସାୟରା ଅଲ୍ଲି । ଦିବ୍ୟା ଭାରତୀ ମଧ୍ୟ ବିବାହ ପରେ ଇସଲାମ୍ ଧର୍ମ ଆପଣାଇ ନିଜ ନାଁ ସନା ନାଡିୟାଡବାଲା ରଖିଥିଲେ ।

{"id":901524,"width":839,"height":629,"sizeSlug":"full","linkDestination":"none"}

ମମତା କୁଲକର୍ଣ୍ଣି ଯେତେବେଳେ ଡ୍ରଗ୍ସ କେସ୍ରେ ଫସିଥିଲେ ସେତେବେଳେ ତାଙ୍କୁ ଅଫର୍ ହୋଇଥିଲା କି ଯଦି ସେ ଇସଲାମ୍ ଧର୍ମ ଆପଣାନ୍ତି ତେବେ ତାଙ୍କର ଦଣ୍ଡ କମ୍ କରାଯିବ । ଏହାପରେ ମମତା ଇସଲାମ୍ ଆପଣାଇଥିଲେ ଆଉ ତାଙ୍କର ଦଣ୍ଡ କମ୍ କରାଯାଇଥିଲା ।

You Can Read:

wp:embed {"url":"https://www.prameyanews7.com/female-fan-kisses-bobby-deol/","type":"wp-embed","providerNameSlug":"prameya-news-7"}
https://www.prameyanews7.com/female-fan-kisses-bobby-deol/
/wp:embed

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.