ChampionMaganna_WebBanner_728X90
ChampionMaganna_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବଡବିଲ: ପୁରୁଣା ବସ୍‌ଷ୍ଟାଣ୍ଡରେ ଯୁବକକୁ ଛୁରାମାଡ଼, ଅତର୍କିତ ଆକ୍ରମଣରେ ଆକବର ଗୁରୁତର
  • ||
  • ଇଡିରେ ହାଜର ହେଲେ ଅର୍ଚ୍ଚନାଙ୍କ ଆରକିଟେକ୍ଟ, ଆର୍ଥିକ କାରବାର ନେଇ ହୋଇପାରେ ଜେରା
  • ||

ପାତ୍ରପଡାରେ ନକଲି ଟମାଟୋ ସସ୍ ଫ୍ୟାକ୍ଟ୍ରି ଠାବ, ବିପୁଳ ପରିମାଣରେ ନକଲି ସସ୍‌ ଜବତ

22/10/2022 at 6:12 PM

ଭୁବନେଶ୍ୱର, ୨୨/୧୦: ରାଜଧାନୀ ଉପକଣ୍ଠସ୍ଥ ତମାଣ୍ଡୋ ଅଞ୍ଚଳର ପାତ୍ରପଡାରେ ନକଲି ଟମାଟୋ ସସ୍ ଫ୍ୟାକ୍ଟ୍ରି ଠାବ କରିଛି ପୋଲିସ୍‌ । ବିପୁଳ ପରିମାଣରେ ନକଲି ସସ୍‌ ଜବତ କରାଯାଇଛି । ପଚା ସଢ଼ା ଖାଦ୍ୟରେ ତିଆରି ହେଉଚି ସସ୍ । ଏଭଳି ଅଭିଯୋଗ ପରେ ପାତ୍ରପଡାରେ କଟକ ମାଲଗୋଦାମ ଥାନା ପକ୍ଷରୁ ଚଢ଼ାଉ ହୋଇଛି ।

   Related Posts