ଟିଟିଲାଗଡ଼ରୁ ନକଲି ସିବିଆଇ ଅଫିସର ଗିରଫ, ଡାକ୍ତରଙ୍କଠୁ ଲୁଟିଥିଲା ଲକ୍ଷାଧିକ ଟଙ୍କା

Published By : Prameya-News7 Bureau | December 06, 2023 IST

ଟିଟିଲାଗଡ଼: ଟିଟିଲାଗଡ ଅଞ୍ଚଳରୁ ନକଲି ସିବିଆଇ ଅଫିସର ଗିରଫ। ବୁଧବାର ଅଭିଯୁକ୍ତକୁ କାବୁ କରିଛି ସଇଁନ୍ତଲା ପୋଲିସ । ବର୍ତ୍ତମାନ ପର୍ଯ୍ୟନ୍ତ ଯୁବକର ପରିଚୟ ମିଳି ପାରିନାହିଁ। ଟିଟିଲାଗଡର ଜଣେ ବରିଷ୍ଠ ଶିଶୁ ରୋଗ ବିଶେଷଜ୍ଞ ଡାକ୍ତରଙ୍କ ଠାରୁ ଏକ ଲକ୍ଷ  ଟଙ୍କା ନେଇ ଚାଲିଯାଉଥିବା ବେଳେ ଡାକ୍ତର ଜଣକ ଟିଟିଲାଗଡ଼ ଥାନାରେ ଅଭିଯୋଗ କରିଥିଲେ। ଏହା ପରେ ସଇଁନ୍ତଲା ପୋଲିସ ଅଭିଯୁକ୍ତର ପିଛା କରି ରାସ୍ତାରେ ଗିରଫ କରିଥିଲା । ଗୋଟିଏ କାର ସହ ଚାଳକକୁ ମଧ୍ୟ ଅଟକ ରଖିଛି  ପୋଲିସ।

wp:heading {"level":4}

ଅଧିକ ପଢନ୍ତୁ- ମଦ ବ୍ୟବସାୟୀଙ୍କ ଘରେ ଆଇଟି ରେଡ୍‌, ସାମିଲ ଅଛନ୍ତି ୪୦ ଅଧିକାରୀ

/wp:heading

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.