କଂଗ୍ରେସ ନେତା ମନୋଜ ଜେନା ହତ୍ୟା ମାମଲା, ସାକ୍ଷ୍ୟ ପ୍ରମାଣ ଅଭାବରୁ ୮ ଜଣ ନିର୍ଦ୍ଦୋଷରେ ଖଲାସ

Published By : Prameya-News7 Bureau | February 26, 2024 IST

ବ୍ରହ୍ମପୁର ୨୬।୨: ଗଞ୍ଜାମ ଜିଲ୍ଲା ଆସିକା କଂଗ୍ରେସ ନେତା ମନୋଜ ଜେନା ହତ୍ୟା ମାମଲାର ଚୂଡ଼ାନ୍ତ ରାୟ ପ୍ରକାଶ ପାଇଛି । ସାକ୍ଷ୍ୟ ପ୍ରମାଣ ଅଭାବରୁ ୮ ଜଣଙ୍କୁ ନିର୍ଦ୍ଦୋଷରେ ଖଲାସ କଲେ ବ୍ରହ୍ମପୁର ଏଡିଜେ -୧ କୋର୍ଟ ।

ସୂଚନାଯୋଗ୍ୟ ଯେ, ୨୦୧୯ ମସିହା ମେ’ ୨୧ ତାରିଖରେ ବ୍ରହ୍ମପୁର ଲାଞ୍ଜିପଲ୍ଲି ବାଇପାସରେ ଗୁଳି କରି ହତ୍ୟା କରିଥିଲେ ଦୁର୍ବୃତ୍ତ ।

You Can Read :

wp:embed {"url":"https://www.prameyanews7.com/student-is-unconscious-in-the-examination-center-in-keonjhar/","type":"wp-embed","providerNameSlug":"prameya-news-7"}
https://www.prameyanews7.com/student-is-unconscious-in-the-examination-center-in-keonjhar/
/wp:embed

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.