ତିନି ଦଲାଲଙ୍କର ସହ ୨ ନକଲି ଶିକ୍ଷକଙ୍କୁ ଗିରଫ କଲା ଗଞ୍ଜାମ ପୁଲିସ
29/02/2020 at 8:47 PM

ବ୍ରହ୍ମପୁର – ଗଞ୍ଜାମ ପୁଲିସ ଦୁଇ ନକଲି ଶିକ୍ଷକଙ୍କ ସହ ତିନି ଜଣ ଦଲାଲଙ୍କୁ ଗିରଫ କରିଛି । ମୋଟ
୫ ଜଣଙ୍କୁ ଗିରଫ କରାଯାଇଛି ।
ନକଲି ସିଟି ଓ ବିଏଡ୍ ସାର୍ଟିଫିକେଟ୍ ପ୍ରସ୍ତୁତ ସରଞ୍ଜାମ ସହ ନଗଦ ୨୬,୦୦୦ ଟଙ୍କା ଜବତ କରାଯାଇଛି ।
୪୦ ରୁ ଉର୍ଦ୍ଧ ନକଲି ଶିକ୍ଷକଙ୍କୁ ଚିହ୍ନଟ କରାଯାଇଥିବା ବେଳେ କାହାରିକୁ ଗିରଫ କରାଯାଇନଥିବା ନେଇ ଗତ ସପ୍ତାହରେ ନ୍ୟୁଜ ୭ ରେ ଖବର ପ୍ରସାରିତ ହୋଇଥିଲା ।
ଏବେ ୫ ଜଣଙ୍କୁ ଗିରଫ କରିବାରେ ସକ୍ଷମ ହୋଇଛି ଆସିକା ପୁଲିସ୍ ।
Related Posts
ଟ୍ରକକୁ ପଛ ପଟୁ ପିଟିଲା ୧୦୮ ଆମ୍ବୁଲାନ୍ସ, ୩ ଆହତ
5 February 2023