ପୋଲ ତଳୁ ମିଳିଲା ଦରପୋଡ଼ା ଶବ, କେହି ବସ୍ତାରେ ଆଣି ପୋଡିଥିବା ସନ୍ଦେହ

Published By : Prameya-News7 Bureau | March 04, 2024 IST

ଦେବଗଡ ୦୪।୦୩ : ପୋଲ ତଳୁ ଦରପୋଡ଼ା ଶବ ଠାବ । ଦେବଗଡ଼ ଜିଲ୍ଲା ବାରକୋଟ ନିକଟ ବ୍ରାହ୍ମଣୀ ନଦୀ ପୋଲ ତଳୁ ଦରପୋଡ଼ା ଶବ ଠାବ ହୋଇଛି । ପୋଲିସ ଘଟଣାସ୍ଥଳରେ ପହଞ୍ଚି ଛାନ୍‌ଭିନ୍‌ କରୁଛି ।

wp:embed {"url":"https://www.prameyanews7.com/tension-in-agarapda-medical/","type":"wp-embed","providerNameSlug":"prameya-news-7"}
https://www.prameyanews7.com/tension-in-agarapda-medical/
/wp:embed

ଖବର ଅନୁଯାୟୀ, ଶୌଚ ହେବା ପାଇଁ କିଛି ଲୋକ ପୋଲ ତଳକୁ ଯାଇଥିଲେ । ଏହି ସମୟରେ ଏକ ବସ୍ତାରେ ଅଧାପୋଡା ଶବ ପଡିଥିବାର ଦେଖିଥିଲେ । ଏହାପରେ ତୁରନ୍ତ ପୋଲିସକୁ ଖବର ଦେଇଥିଲେ । ତେବେ କେହି ଜଣେ ବସ୍ତାରେ ଆଣି ଏଠାରେ ମୃତଦେହକୁ ପୋଡିଥିବା ସନ୍ଦେହ କରାଯାଉଛି । ଘଟଣାସ୍ଥଳରେ କିଛି କଙ୍କାଳ ପଡିଥିବାର ମଧ୍ୟ ଦେଖିବାକୁ ମିଳିଛି ।

wp:embed {"url":"https://www.prameyanews7.com/three-leader-joins-the-saffron-party/","type":"wp-embed","providerNameSlug":"prameya-news-7"}
https://www.prameyanews7.com/three-leader-joins-the-saffron-party/
/wp:embed

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.