ବ୍ରହ୍ମପୁର ବିଶ୍ବବିଦ୍ୟାଳୟ ନିକଟ ଡ୍ରେନରୁ ଯୁବକଙ୍କ ମୃତଦେହ ଉଦ୍ଧାର ; ହତ୍ୟା ସନ୍ଦେହ
25/10/2018 at 10:46 AM

ଗଞ୍ଜାମ ୨୫|୧୦: ଡ୍ରେନରୁ ଯୁବକଙ୍କ ମୃତଦେହ ଉଦ୍ଧାର । ବ୍ରହ୍ମପୁର ବିଶ୍ଵବିଦ୍ୟାଳୟ ମାଣ୍ଡିଆପଲ୍ଲୀ ମଦ ଦୋକାନ ନିକଟ ଡ୍ରେନରୁ ଉଦ୍ଧାର ହେ।ଇଛି ମୃତଦେହ । ମୃତକ ହେଲେ ବ୍ରହ୍ମପୁର ବିଶ୍ଵବିଦ୍ୟାଳୟର ଆକାଉଣ୍ଟସ ଅଫିସର ଫିଲୋମେନୋ ଶବର । ତାଙ୍କ ଘର ଘର ଗଜପତି ଜିଲ୍ଲା ଗୁମ୍ମା ଅଞ୍ଚଳରେ । ଗତ ଚାରିଦିନ ହେଲା ସେ ନିଖୋଜ ଥିଲେ । ମୃତ୍ୟୁର କାରଣ ଅସ୍ପଷ୍ଟ ରହିଛି । ତାଙ୍କୁ କେହି ହତ୍ୟା କରିଛି ନା ସେ ଆତ୍ମହତ୍ୟା କରିଛନ୍ତି ସେ ନେଇ ପେ।ଲିସ ତଦନ୍ତ କରୁଛି ।
Related Posts
ଦୁଇ ବାଇକ୍ ଧକ୍କା; ୨ ମୃତ ୩ ଗୁରୁତର
28 January 2023