AKK 2023
Hari omm 2
AKK2023
hari om films
WEB_F-8
HARI-OMM_728X90_B
WEB_F-9
Showcase2022
hari om films
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଝାରସୁଗୁଡା:୮ ଦିନ ପରେ ବି ନବ ଦାସଙ୍କ ହତ୍ୟା ଘଟଣାରେ ପୋଲିସର ହାତ ଖାଲି
  • ||
  • ଭୂକମ୍ପରେ ଥରିଲା ତୁର୍କୀ, ରିକ୍ଟର ସ୍କେଲରେ ୭.୮ର ତ୍ରୀବତା ରେକର୍ଡ
  • ||

ପ୍ରକାଶ ପାଇଲା CUET-UG ରେଜଲ୍ଟ, ୧୯ ହଜାରରୁ ଅଧିକ ପିଲା ରଖିଲେ ଶତ ପ୍ରତିଶତ ମାର୍କ

16/09/2022 at 9:00 AM

ନୂଆଦିଲ୍ଲୀ ୧୬/୦୯: ପ୍ରକାଶ ପାଇଛି ଏକକ ବିଶ୍ୱବିଦ୍ୟାଳୟ ପ୍ରବେଶିକା ପରୀକ୍ଷା ବା କମନ ୟୁନିଭର୍ସିଟି ଏଣ୍ଟରାନ୍ସ ଟେଷ୍ଟ-ଅଣ୍ଡର ଗ୍ରାଜ୍ୟୁଏଟ(CUTE-UG) ୨୦୨୨ର ରେଜଲ୍ଟ । ୩୦ଟି ବିଷୟରେ ହୋଇଥିବା ଏହି ପରୀକ୍ଷାରେ ୧୯,୮୬୫ ଜଣ ଶିକ୍ଷାର୍ଥୀ ୧୦୦% ମାର୍କ ରଖିଛନ୍ତି ।

ଇଂରାଜୀରେ ସର୍ବାଧିକ ୮,୨୩୬ ଜଣ ୧୦୦% ମାର୍କ ରଖିଥିବା ବେଳେ ରାଜନୀତି ବିଜ୍ଞାନରେ ୨,୦୬୫ ଜଣ ଓ ବିଜନେସ ଷ୍ଟଡିଜରେ ୧,୬୬୯ ଜଣ ପିଲା ୧୦୦% ମାର୍କ ହାସଲ କରିଛନ୍ତି । ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି(ଏନଟିଏ) ପକ୍ଷରୁ ଆଜି ଏହି ପ୍ରବେଶିକା ପରୀକ୍ଷାର ରେଜଲ୍ଟ ଘୋଷଣା କରାଯାଇଛି ।

ପୂର୍ବରୁ ଗୁରୁବାର ରାତି ୧୦ଟାରେ ରେଜଲ୍ଟ ପ୍ରକାଶ ପାଇବ ବୋଲି ଘୋଷଣା କରାଯାଇଥିଲା । କିନ୍ତୁ ଏନଟିଏ ନିଜ ଧାର୍ଯ୍ୟ ସମୟରେ ରେଜଲ୍ଟ ପ୍ରକାଶ କରିବାରେ ବିଫଳ ହୋଇଛି। ବାୟୋଲୋଜି, ଅର୍ଥନୀତୀ ଓ ସାଇକୋଲୋଜିରେ ୧୦୦% ମାର୍କ ରଖିଥିବା ପିଲାଙ୍କ ସଂଖ୍ୟା ହେଉଛି ୧,୦୦୦।

   Related Posts