oroinfra
maganna
anutap
FileReOpen
TASTEtheBEST
EVOS_WebBanner_728X90
oroinfra
ChampionMaganna_WebBanner_728X90
Anutap_WebBanner_728X90
FileReOpen_WebBanner_728X90
TASTEtheBEST_WebBanner_728X90
EVOS_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କଟକ : ଶାଶୂ ଘର ଛାଡିଲେ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ, ୩୦ ସୁଦ୍ଧା ଘର ଛାଡିବାକୁ ନିର୍ଦ୍ଦେଶ ଦେଇଥିଲେ ହାଇକୋର୍ଟ
  • ||
  • ରାଜ୍ୟରେ ଉପର ତଳ ଦୈନିକ ସଂକ୍ରମଣ, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୩୧ କୋଭିଡ୍ ପଜିଟିଭ୍
  • ||
  • ମୁମ୍ଵାଇ : ଠକେଇର ଶିକାର ହେଲେ ଅନ୍ନୁ କପୁର, KYC ଅପଡେଟ୍ ବାହାନାରେ ଲୁଟି ନେଲେ ୪.୩୬ ଲକ୍ଷ ଟଙ୍କା
  • ||
  • ଲମତାପୁଟ : ରାଜ୍ୟ ବାହାରକୁ ହେଉଥିଲା ଚାଲାଣ, ଚେକିଂ ବେଳେ କାର୍‌ରୁ ବାହାରିଲା ୧୦ଲକ୍ଷ ଟଙ୍କାର ଗଞ୍ଜେଇ
  • ||
  • ଭୁବନେଶ୍ୱର : ରାଜଧାନୀର ବିଭିନ୍ନ ବାର୍‌ରେ ରେଡ୍‌, କଟକଣା ପରେ ବି ମାନୁନଥିଲେ ମାଲିକ
  • ||
  • ଇଣ୍ଡୋନେସିଆ : ରକ୍ତ ରଞ୍ଜିତ ହେଲା ଖେଳ ପଡ଼ିଆ; ଫୁଟବଲ ମ୍ୟାଚ୍ ଚାଲିଥିବା ବେଳେ ଦଙ୍ଗା, ୧୨୭ ମୃତ, ଏକାଧିକ ଆହତ
  • ||

ନିର୍ବାଚନ ପୂର୍ବରୁ ପଞ୍ଜାବ ଚାଷୀଙ୍କୁ ବଡ଼ ଉପହାର, ୨ ଲକ୍ଷ ପର୍ଯ୍ୟନ୍ତ ଋଣ ଛାଡ଼ ଘୋଷଣା କଲେ ସିଏମ୍ ଚନ୍ନି

24/12/2021 at 1:00 PM

ଚଣ୍ଡୀଗଡ ୨୪/୧୨: ପଞ୍ଜାବରେ ବିଧାନସଭା ନିର୍ବାଚନ ପୂର୍ବରୁ କଂଗ୍ରେସ ସରକାର ଚାଷୀଙ୍କୁ ବଡ ଉପହାର ଦେଇଛନ୍ତି । ମୁଖ୍ୟମନ୍ତ୍ରୀ ଚରଣଜୀତ ସିହଂ ଚନ୍ନୀ ଆଜି କୃଷକଙ୍କ ଋଣ ଛାଡ ନେଇ ଘୋଷଣା କରିଛନ୍ତି । ସେ କହିଛନ୍ତି କୃଷକଙ୍କ ୨ ଲକ୍ଷ ପର୍ଯ୍ୟନ୍ତ ଋଣ ଛାଡ କରାଯିବ । ଏହାସହ ଭୂମିହୀନ ଶ୍ରମିକଙ୍କ ଋଣ ମଧ୍ୟ ଛାଡ କରାଯିବ । ଚନ୍ନୀ କହିଛନ୍ତି ପଞ୍ଜାବ ସରକାର ଋଣଭାର କୃଷକଙ୍କ ଖାତାରେ ୨ ହଜାର କୋଟି ଜମା କରିବେ ।

ଏହି ରାଶି ଆସନ୍ତା ୧୦ ରୁ ୧୫ ଦିନ ମଧ୍ୟରେ ପହଞ୍ଚିଯିବ । ଆଗକୁ ସରକାର ଶ୍ରୀମଦ ଭାଗବତ ଗୀତା ଏବଂ ରାମାୟଣ ପଠନ କେନ୍ଦ୍ର ସ୍ଥାପିତ କରିବାକୁ ନିଷ୍ପତ୍ତି ନିଆଯାଇଛି । ପଟିଆଲାରେ ହେବ ପଠନ କେନ୍ଦ୍ର । ସେ କହିଛନ୍ତି ଯେ ଆଜିକାଲି ପଞ୍ଜାବୀ ସଙ୍ଗୀତ ଏବଂ ଚଳଚ୍ଚିତ୍ରର ଐତିହ୍ୟର ସୁରକ୍ଷା ତଥା ପ୍ରଚାର ପାଇଁ ଏକ ଚଳଚ୍ଚିତ୍ର ଏବଂ ଟେଲିଭିଜନ ପରିଷଦ ଗଠନ କରିବାକୁ ମଧ୍ୟ ନିଷ୍ପତ୍ତି ହୋଇଛି ।

   Related Posts