ମନସ୍କ l Manaska
ମନସ୍କ l Manaska
ମନସ୍କ l Manaska
ମନସ୍କ l Manaska
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, odisha news,khabar odisha,news in oriya

ପ୍ରମୁଖ ଖବର
  • ବୁଲେଟପ୍ରୁଫ୍‌ କଣ୍ଟେନରରେ ରାଲିରେ ପହଞ୍ଚି ସମ୍ବୋଧନ କଲେ ଇମରାନ୍‌, ଆତଙ୍କୀ ଆକ୍ରମଣ ନେଇ ରହିଥିଲା ଚେତାବନୀ
  • ||
  • ଇସ୍ରୋକୁ ବଡ଼ ସଫଳତା, ସଫଳତାପୂର୍ବକ ଲଞ୍ଚ କଲା ଓ୍ବାନଓ୍ବେବର ୩୬ ଉପଗ୍ରହ
  • ||
  • ରାଜଧାନୀରେ ପୁଣି ଏନ୍‌କାଉଣ୍ଟର, ପୋଲିସ ଗୁଳିରେ ଅପରାଧି ଜିତୁ ଆହତ
  • ||
  • ୟୁକ୍ରେନ ସହ ଯୁଦ୍ଧ ମଧ୍ୟରେ ପୁଟିନ୍‌ଙ୍କ ବଡ଼ ଘୋଷଣା, କହିଲେ-ବେଲାରୁସ୍‌ରେ ପରମାଣୁ ହତିଆର ନିୟୋଜିତ କରିବ ରୁଷ
  • ||
  • ଭୂମିକମ୍ପ ଝଟକା ଥରିଲା ରାଜସ୍ଥାନ, ବିକାନୋର ଠାରୁ ୫୧୬ କିମି ଦୂରରେ କେନ୍ଦ୍ରସ୍ଥଳ
  • ||

ଚିନି ପାଇଁ ଛୁରା ମାଡ଼: ଯୁବକ ଗୁରୁତର, ହସ୍ପିଟାଲରେ ଭର୍ତ୍ତି

23/02/2023 at 1:59 PM

ଭଦ୍ରକ ୨୩/୦୨: ଜାଗରରେ ଜଳ ବଣ୍ଟନ ପରେ ବଳକା ଚିନି ପାଇଁ ଛୁରା ମାଡ଼ । ଗୁରୁତର ଯୁବକ ମେଡିକାଲରେ ଭର୍ତ୍ତି । ଭଦ୍ରକ ଜିଲ୍ଲା ଆଗରପଡା ଥାନା ଅଧିନ ଅଣିଜ ଅଞ୍ଚଳରେ ଘଟିଛି ଏମିତି ଘଟଣା ।

ଅଭିଯୋଗ ଅନୁଯାୟୀ ଜାଗର ଅବସରରେ ସ୍ଥାନୀୟ ଶିବ ମନ୍ଦିର ଠାରେ ଯୁବକ ମାନେ ମିଳିତ ଭାବେ ସର୍ବତ ବଣ୍ଟନ କରିଥିଲେ । କିନ୍ତୁ ଶେଷକୁ ଚିନି ବଳକା ରହିଥିଲା । ଏହି ବଳକା ଚିନିକୁ ନେଇ ବିବାଦ ହୋଇଥିଲା । ତେବେ ରାମଚନ୍ଦ୍ର ତାଙ୍କ ସମ୍ପର୍କୀୟଙ୍କ ସହ ଘରକୁ ଫେରିବା ବେଳେ ସ୍ଥାନୀୟ ଯୁବକ ମାନେ ତାଙ୍କୁ ଅଟକାଇ ମାରଣାସ୍ତ୍ରରେ ଆକ୍ରମଣ କରିଥିଲେ । ପରେ ଲୋକେ ଆସିବାରୁ ଯୁବକ ମାନେ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ । ରାମଚନ୍ଦ୍ରଙ୍କ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ଭଦ୍ରକ ମେଡିକାଲରେ ଭର୍ତ୍ତି କରାଯାଇଛି ।

   Related Posts