ପାଣିପାଗ

top-news

ଦିନ ସାଢେ ୧୧ ସୁଦ୍ଧା ୪୦ ଡିଗ୍ରୀ ଛୁଇଁଲାଣି ତାତି, ବାଲେଶ୍ବରରେ...

ଭୁବନେଶ୍ବର ୧୭।୪: ତାତିରୁ ନାହିଁ ଆଶ୍ବସ୍ତି । ପ୍ରଚଣ୍ଡ ରୌଦ୍ର ତାପରେ ଛଟପଟ ଲୋକେ । ଘରେ ରହିବା ହେଉଛି ମୁସକିଲ୍ ବାହାରକୁ ବାହାରିଲେ ଜଳିଯାଉଛି ଦେହ । ଏବେ ଜଳୁଛି ଆଗକୁ ଆହୁରି ଭୟଙ୍କର ହେବ । ଦିନ ସାଢେ ୧୧ ସୁଦ୍ଧା ୪୦ ଡିଗ୍ରୀ...

ଭୟଙ୍କର ହେବ ଗ୍ରୀଷ୍ମ ପ୍ରବାହ, ଆଗାମୀ ୪ ଦିନ ଯାଏ ପ୍ରଚଣ୍ଡ ଖରା

ଭୁବନେଶ୍ୱର ୧୭।୦୪ : ଗ୍ରୀଷ୍ମ ପ୍ରବାହର ପ୍ରକୋପ ଆହୁରି ଭୟଙ୍କର ହେବ । ୪ ଦିନ ଯାଏ ପ୍ରଚଣ୍ଡରୁ ପ୍ରଚଣ୍ଡତର ହେବ ଗ୍ରୀଷ୍ମ ପ୍ରବାହ । ୧୮ ଓ ୧୯ ତାରିଖରେ ୪୫ ଡିଗ୍ରୀ ସେଲ୍‌ସିୟସ୍‌ ଡେଇଁଯିବ ଦିନ ତାପମାତ୍ରା । ଅବିରତ ନିଆଁ ବର୍ଷା ଲାଗ...

ଅସହ୍ୟ ତାତିରେ ଆଉଟୁ ପାଉଟୁ ରାଜ୍ୟ, ସବୁଠୁ ଉତ୍ତପ୍ତ ସହର ବାଲେଶ୍...

ଭୁବନେଶ୍ୱର ୧୬/୦୪: ସକାଳୁ ସକାଳୁ ଜଳିଲାଣି ରାଜ୍ୟ । ସାରା ରାଜ୍ୟର ତାତିର ପ୍ରକୋପ ଦେଖାଗଲାଣି । ଦିନ ୧୧.୩୦ ସୁଦ୍ଧା ବାଲେଶ୍ୱରର ତାପମାତ୍ରା -୪୦.୫ °C, ଭୁବନେଶ୍ୱରର ତାପମାତ୍ରା ୩୯.୬ °C, ଝାରସୁଗୁଡା ତାପମାତ୍ରା ୩୯.୫ °C, ଚାନ୍ଦବାଲିର ତା...

ଓଡ଼ିଶାରେ ଚଳିତ ବର୍ଷ ନିଅଣ୍ଟିଆ ବର୍ଷା ! ୨୦ ରାଜ୍ୟରେ ସ୍ବାଭାବି...

ଭୁବନେଶ୍ୱର,୧୬/୪: ଦେଶରେ ଏ  ବର୍ଷ ଭଲ ବର୍ଷା ହେବ । ସ୍ୱାଭାବିକଠାରୁ ଅଧିକ ବର୍ଷା ଆଣିପାରେ ଦକ୍ଷିଣ-ପଶ୍ଚିମ ମୌସୁମୀ । ହେଲେ ଓଡ଼ିଶାରେ ବର୍ଷା ପରିମାଣ କମ୍‌ ରହିପାରେ । ଓଡ଼ିଶାରେ ନିଅଣ୍ଟିଆ ବର୍ଷା ହେବ । ଏଭଳି କିଛି ପୂର୍ବାନୁମାନ କରିଛି ଭାରତୀୟ ପାଣିପାଗ ବି...

ଆକାଶରୁ ହେବ ନିଆଁବର୍ଷା, ବିଭିନ୍ନ ସ୍ଥାନରେ ୪୪ ଡିଗ୍ରୀ ଛୁଇଁପାର...

ଭୁବନେଶ୍ୱର ୧୬।୦୪ : ସୋମବାର  ସକାଳ ସାଢ଼େ ୮ଟାରେ ରାଜଧାନୀର ତାତି ୩୨.୬ ଡିଗ୍ରୀ ସେଲ୍‌ସିୟସ୍‌ ଥିଲା । ସାଢ଼େ ୧୧ଟା ସୁଦ୍ଧା ଆଉ ୬ଡିଗ୍ରୀରୁ ଅଧିକ ବଢ଼ି ୩୯.୨ଡିଗ୍ରୀ ହେଲା । ବାଲେଶ୍ୱରରେ ତାତି ୪୦ଡିଗ୍ରୀ ପାଖାପାଖି ପହଞ୍ଚି ଯାଇଥିଲା । ଦେ...

ଦିନ ୧୧ଟାରୁ ୩ଟା ମଧ୍ୟରେ ବାହାରେ କାମ କରାଇଲେ ହେବ ଆକ୍ସନ, ସବୁ...

ଭୁବନେଶ୍ବର ୧୫।୪: ପ୍ରବଳ ଖରାରେ କାମ କରାଇବା ମନା । କାମ କରାଇଲେ ନିଆଯିବ କାର୍ଯ୍ୟାନୁଷ୍ଠାନ । ଏନେଇ ସବୁ ଜିଲ୍ଲାପାଳଙ୍କୁ ଚିଠି କଲେ ସ୍ବତନ୍ତ୍ର ରିଲିଫ୍ କମିଶନର । ଦିନ ୧୧ଟାରୁ ୩ଟା ଭିତରେ ବାହାରେ କାମ କରାଇବାକୁ ମନା କରାଯାଇଛ...

ଆଗାମୀ ୫ ଦିନ ଯାଏଁ ଗ୍ରୀଷ୍ମ ପ୍ରବାହ, ୪ରୁ ୫ ଡିଗ୍ରୀ ଯାଏଁ ବଢିପ...

ଭୁବନେଶ୍ବର ୧୫।୪: ତାତିରୁ ନାହିଁ ନିସ୍ତାର । ଆଗାମୀ ୫ ଦିନ ପର୍ଯ୍ୟନ୍ତ ଆଲର୍ଟ ଜାରି କଲା ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର । ୧୭ ତାରିଖରୁ ୨୦ ତାରିଖ ପର୍ଯ୍ୟନ୍ତ ଆହୁରି ବଢିବ ତାପମାତ୍ରା । ୪୩ରୁ ୪୫ ଡିଗ୍ରୀ ପର୍ଯ୍ୟନ୍ତ ବଢ଼...

ଅସହ୍ୟ ତାତିରେ ଜଳିଲା ସାରା ରାଜ୍ୟ, ଦିନ ସାଢେ ୨ଟା ସୁଦ୍ଧା ୪୧.୨...

ଭୁବନେଶ୍ବର ୧୫।୪: ସାରା ରାଜ୍ୟରେ ତାପମାତ୍ରା ଉପରମୁହାଁ । ଜଳିଲା ସାରା ଓଡିଶା । ଅସହ୍ୟ ହେଲା ତାତି । ଦିନ ସାଢେ ୨ଟା ସୁଦ୍ଧା ଭୁବନେଶ୍ୱର ୪୧.୨ ଡିଗ୍ରୀ ସହ ସବୁଠୁ ଉତ୍ତପ୍ତ ସହର । ସେହିଭଳି ଚାନ୍ଦବାଲିରେ ୪୧.୧ ଡିଗ୍ରୀ, ଝାରସୁଗ...

କଲବଲ କଲାଣି ତାତି, ଦିନ ସାଢେ ୧୧ଟାରେ ସୁଦ୍ଧା ବାଲେଶ୍ବର ସବୁଠୁ...

ଭୁବନେଶ୍ବର ୧୫।୪: ସାରା ରାଜ୍ୟରେ ତାପମାତ୍ରା ଉପରମୁହାଁ । ବିଭିନ୍ନ ସ୍ଥାନରେ ସକାଳୁ ସକାଳୁ ଖରାର ପ୍ରକୋପ ଅସମ୍ଭାଳ ହେଲାଣି । ଏମିତିକି ଘରୁ ବାହାରିଲେ ଦେହ ହାତ ପୋଡି ଯାଉଛି । ରାଜ୍ୟକୁ ଉତ୍ତର, ଉତ୍ତର ପଶ୍ଚିମ ଓ ପଶ...

Copyright © 2024 - Summa Real Media Private Limited. All Rights Reserved.