ଖେଳ

top-news

ଗୋଟିଏ ବର୍ଷରେ BCCIର ଆୟ ୯୭୪୨ କୋଟି ଟଙ୍କା, ଆର୍ଥିକ ବର୍ଷ ୨୦୨୩...

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ୍ କଣ୍ଟ୍ରୋଲ୍ ବୋର୍ଡ (ବିସିସିଆଇ)କୁ ଦୁନିଆର ସବୁଠୁ ଧନୀ କ୍ରିକେଟ୍ ବୋର୍ଡ ଭାବେ ଗଣାଯାଏ । ଏହି ସଫଳତା ପଛରେ ଆଇପିଏଲ୍‌ର ବହୁତ ବଡ଼ ଯୋଗଦାନ ରହିଛି । ନିକଟରେ ବିସିସିଆଇର ଆର୍ଥିକ ବର୍ଷ ୨୦୨୩-୨୪କୁ ନେଇ...

କାହା ସହ କଥା ହେଉଥିଲେ କ୍ୟାପଟେନ୍‌ ପ୍ରିନ୍ସ; ରାଗିକି ଚାହିଁଲେ...

ନୂଆଦିଲ୍ଲୀ ୧୮।୦୭; ଟିମ୍ ଇଣ୍ଡିଆର ଷ୍ଟାର ବ୍ୟାଟ୍ସମ୍ୟାନ୍ ଶୁଭମନ ଗିଲ୍ । ଗତ କିଛି ସପ୍ତାହ ଧରି ଲଗାତାର ଚର୍ଚ୍ଚାରେ ଅଛନ୍ତି। ଟେଷ୍ଟ ଦଳର ଅଧିନାୟକ ହେବା ପରେ, ସେ ଇଂଲଣ୍ଡରେ ଅଧିକ ରନ କରି ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି। କିନ୍...

ଦଳାଚକଟା ପାଇଁ RCBକୁ ଦାୟୀ କଲେ କର୍ଣ୍ଣାଟକ ସରକାର: ହାଇକୋର୍ଟରେ...

ବେଙ୍ଗାଲୁରୁ: ବେଙ୍ଗାଲୁରୁରେ RCB ବିଜୟ ଉତ୍ସବ ସମୟରେ ଦଳାଚକଟା ମାମଲାରେ ହାଇକୋର୍ଟରେ ବିସ୍ତୃତ ରିପୋର୍ଟ ଦାଖଲ କରିଛନ୍ତି କର୍ଣ୍ଣାଟକ ସରକାର। ଏହି ରିପୋର୍ଟରେ ସରକାର ଦଳାଚକଟା ପାଇଁ ଆରସିବିକୁ ସମ୍ପୂର୍ଣ୍ଣ ଦାୟୀ କରିଛନ୍...

ଅନ୍ତର୍ଜାତୀୟ କ୍ରିକେଟ୍‌ରେ ଆଉ ଦେଖିବାକୁ ମିଳିବନି ରସେଲ ଦ ମସେଲ...

କିଙ୍ଗଷ୍ଟନ ୧୭/୦୭: ୱେଷ୍ଟ ଇଣ୍ଡିଜର ଦୁର୍ଦ୍ଧର୍ଷ ଅଲ୍‌ରାଉଣ୍ଡର ଆନ୍ଦ୍ରେ ରସେଲ ଅନ୍ତର୍ଜାତୀୟ କ୍ରିକେଟ୍‌ରୁ ଅବସର ଘୋଷଣା କରିଛନ୍ତି । ସେ ଆସନ୍ତା ସପ୍ତାହରେ ହେବାକୁ ଥିବା ଅଷ୍ଟ୍ରେଲିଆ  ବିପକ୍ଷ ଟି-ଟ୍ୱେଣ୍ଟି  ସିରିଜ ଖେଳି ଅନ୍ତର୍...

ଲର୍ଡ୍ସରେ ମିଳିଥିବା ପରାଜୟକୁ ଭୁଲି ପାରୁ ନାହାନ୍ତି ଭାରତୀୟ ଖେଳ...

ନୂଆଦିଲ୍ଲୀ: ଭାରତୀୟ ଟିମ ଲର୍ଡ୍ସ ଗ୍ରାଉଣ୍ଡରେ ଇଂଲଣ୍ଡ ହାତରୁ ୨୨ ରନ୍‌ରେ ପରାସ୍ତ ହୋଇଥିଲା । ଏହି ମ୍ୟାଚ୍ ଜିତିବା ପାଇଁ ଭାରତ ହାତରେ ସୁବର୍ଣ୍ଣ ସୁଯୋଗ ଥିଲା । କିନ୍ତୁ ଟିମ୍ ଇଣ୍ଡିଆ ୧୯୩ ରନ୍ ଲକ୍ଷ୍ୟ ହାସଲ କରିପାରିନଥିଲା । ଦ୍ୱିତୀୟ ଇନିଂସରେ କେଏଲ୍ ରାହୁଲ ଓ ରବ...

ମାଞ୍ଚେଷ୍ଟର ଟେଷ୍ଟ ପାଇଁ ଇଂଲଣ୍ଡ ଦଳ ଘୋଷଣା, ଏହି ଷ୍ଟାର ଖେଳାଳ...

ନୂଆଦିଲ୍ଲୀ: ଲର୍ଡ୍ସ ଟେଷ୍ଟରେ ବିଜୟ ପରେ ମାଞ୍ଚେଷ୍ଟରରେ ହେବାକୁ ଥିବା ଚତୁର୍ଥ ମ୍ୟାଚ୍ ପାଇଁ ଇଂଲଣ୍ଡ ଦଳ ଘୋଷଣା କରିଛି। ଲର୍ଡ୍ସ ଟେଷ୍ଟ ମ୍ୟାଚ୍‌ରେ ବିଜୟ ମୁହୂର୍ତ୍ତ ଦେଇଥିବା ଶୋଏବ ବସିରଙ୍କୁ ଦଳରୁ ବାଦ୍ ଦିଆଯାଇଛି। ବସିରଙ୍କ...

ଅଲିମ୍ପିକ୍ସ ୨୦୨୮: ଜୁଲାଇ ୧୨ରୁ ଆରମ୍ଭ ହେବ କ୍ରିକେଟ୍ ଟୂର୍ଣ୍ଣା...

ନୂଆଦିଲ୍ଲୀ: ଦୀର୍ଘ ୧୨୮ ବର୍ଷ ପରେ ଅଲିମ୍ପିକ୍ସକୁ ବହୁପ୍ରତୀକ୍ଷିତ କ୍ରିକେଟ୍‌ର ପ୍ରତ୍ୟାବର୍ତ୍ତନ ଘଟିଛି। ଲସ ଏଞ୍ଜେଲ୍ସ ୨୦୨୮ ଅଲିମ୍ପିକ୍ସରେ କ୍ରିକେଟ୍ ଆୟୋଜିତ ହେବାକୁ ଯାଉଛି। ଲଞ୍ଚ ଏଞ୍ଜେଲ୍ସଠୁ ପାଖାପାଖି ୫୦ କିଲୋମି...

ଗୋଟିଏ କି ଦୁଇଟି ନୁହେଁ, ଭାରତ ପରାଜୟର ୪ ଭିଲେନ; ଏମିତି ହାରିଲ...

ଲର୍ଡ୍ସ: କ୍ରିକେଟର ମକ୍କା ଲର୍ଡ୍ସ ଗ୍ରାଉଣ୍ଡରେ ଖେଳା ଯାଇଥିବା ତୃତୀୟ ଟେଷ୍ଟରେ ଭାରତ ୨୨ ରନରେ ପରାଜିତ ହୋଇଛି। ବିଜୟ ସହ ଇଂଲଣ୍ଡ ସିରିଜ୍‌ରେ ୨-୧ରେ ଅଗ୍ରଣୀ ହାସଲ କରିଛି। ଭାରତୀୟ ଦଳକୁ ମିଳିଥିଲା ୧୯୩ ରନର ବିଜୟ ଲକ୍ଷ୍ୟ...

ମେଜର ଲିଗ୍ କ୍ରିକେଟ୍ ଟାଇଟଲ୍ ହାତେଇଲା ଏମ୍ଆଇ ନ୍ୟୁୟର୍କ, ତିନି...

ମୁମ୍ବାଇ: ୨୦୨୫ ମେଜର ଲିଗ୍ କ୍ରିକେଟ୍ (ଏମଏଲସି) ଟାଇଟଲ୍ ଜିତିଛି ଏମ୍ଆଇ ନ୍ୟୁୟର୍କ । ମୁମ୍ବାଇ ଇଣ୍ଡିଆନ୍ସ ମାତ୍ର ତିନି ସିଜିନ୍ ମଧ୍ୟରେ ଦ୍ୱିତୀୟ ଚାମ୍ପିଅନସିପ୍ ଟାଇଟଲ୍ ଜିତିଛି। ଏହି ବିଜୟ ସହ ବିଶ୍ୱ ସ୍ତରରେ ମୁମ୍ବାଇ ଇଣ୍ଡିଆନ୍ସର...

Copyright © 2024 - Summa Real Media Private Limited. All Rights Reserved.