ହାଇଦ୍ରାବାଦ ୧୮।୭: ତେଲେଙ୍ଗାନା ସରକାରଙ୍କ ପକ୍ଷରୁ ଜାତିଗତ ଜନଗଣନା ନେଇ ଏକ ବିଜ୍ଞାପନ ଜାରି କରାଯାଇଛି। ତେବେ ଖାସ କଥା ହେଉଛି ତେଲେଙ୍ଗାନା ସରକାରଙ୍କ ଏହି ବିଜ୍ଞାପନରେ ଗାନ୍ଧି ପରିବାରର କୌଣସି ସଦସ୍ୟଙ୍କ ଫଟୋ ନାହିଁ। ପ୍ରଥମ ଥ...

ଭୁବନେଶ୍ୱର ୧୮/୦୭: ବସିଥିଲା ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ବୈଠକ । ମୋଟ ୨୫ ଜଣଙ୍କୁ ନେଇ ଗଠିତ ରାଜନୈତିକ ବ୍ୟାପାର କମିଟି ବୈଠକରେ ହୋଇଛି ଅନେକ ନିଷ୍ପତ୍ତି । ସେଥିରେ ଉପସ୍ଥିତ ଥିଲେ ପ୍ରଭାରୀ ଅଜୟ ଲଲୁ ଓ ପିସିସି ସଭାପତି ଭକ୍ତ ଚରଣ ଦାସଙ୍କ ସମେତ ସପ୍ର...
ଭୁବନେଶ୍ୱର ୧୮/୦୭: ବାଲେଶ୍ଵର ଏଫଏମ କଲେଜ ଘଟଣାକୁ ନେଇ ବିଜୁ ଜନତା ଦଳ ତରଫରୁ ବିଜୁ ଛାତ୍ର ଜନତା ଦଳ ତରଫରୁ ପ୍ରତିବାଦ ହୋଇଥିଲା । ଏହା ପରେ ବାଲେଶ୍ଵର ବନ୍ଦ ମଧ୍ୟ ଶାନ୍ତିପୂର୍ଣ୍ଣ ଉପାୟରେ ହୋଇଥିଲା । ଏହା ପରେ ଲୋକସେବା ଭବନ ଘେରାଉ ମଧ୍ୟ ଶାନ୍ତିପୂର୍ଣ୍ଣ ଭାବେ ହୋଇଥିଲା ।...
ଭୁବନେଶ୍ୱର ୧୮/୦୭: ବାଲେଶ୍ୱର ଏଫଏମ କଲେଜ ଛାତ୍ରୀ ଆତ୍ମହତ୍ୟା ମାମଲାରେ ବରିଷ୍ଠ ନେତା ବିଜୟ ମହାପାତ୍ରଙ୍କ ସାମ୍ବାଦିକ ସମ୍ମିଳନୀ । ପରୋକ୍ଷ ଭାବେ ସରକାରଙ୍କ ଉପରେ ସବୁ ଦୋଷ ଲଦିଦେଲେ ବରିଷ୍ଠ ରାଜନେତା ବିଜୟ ମହାପାତ୍ର । ଏଫ୍ଏମ୍ କଲେଜ ଛାତ୍ରୀଙ୍କ ମୃତ୍ୟୁକୁ...
ଛତିଶଗଡ଼ ୧୮/୦୭: ଛତିଶଗଡ଼ର ପୂର୍ବତନ ମୁଖ୍ୟମନ୍ତ୍ରୀ ଭୂପେଶ ବଘେଲଙ୍କ ପୁଅ ଗିରଫ । ଭୂପେଶ ବଘେଲଙ୍କ ପୁଅ ଚୈତନ୍ୟ ବଘେଲ ଗିରଫ କରିଛି ଇଡି । ଭିଲାଇସ୍ଥିତ ତାଙ୍କ ବାସଭବନରୁ ଗିରଫ କରାଯାଇଛି । ଚୈତନ୍ୟ ବାଘେଲଙ୍କ ଏହି ଗିରଫଦାରୀ ଏପରି ଏକ ସମୟରେ ହୋଇଛି ଯେତେବ...
ଭୁବନେଶ୍ୱର ୧୮/୦୭: ଭୁବନେଶ୍ବର ଜନତା ମୈଇଦାନରେ ନୀରବ ପ୍ରତିବାଦ । ମୁହଁରେ କଳା ପଟ୍ଟି ବାନ୍ଧି ନୀରବ ପ୍ରତିବାଦ କରୁଛି BJD । FM କଲେଜ ମାମଲାରେ ବିଚାର ବିଭାଗୀ ତଦନ୍ତ ଦାବି । BJDର ବିକ୍ଷୋଭ ବେଳେ ପୋଲିସର ଦମନ ଲୀଳାକୁ ବି ବିରୋଧ ।
ବାଲେଶ୍ଵର ଏଫଏମ କଲେଜ...
ବାଲେଶ୍ୱର ୧୮/୦୭: ଫକୀରମୋହନ କଲେଜ ଛାତ୍ରୀ ଆତ୍ମାହୁତି ଘଟଣାର ତଦନ୍ତ ପାଇଁ ଶୁକ୍ରବାର ବାଲେଶ୍ୱର ଗସ୍ତରେ ଉଚ୍ଚଶିକ୍ଷା ବିଭାଗର ଉଚ୍ଚ ସ୍ତରୀୟ କମିଟି । ଏହି କମିଟି ୧୮ ଓ ୧୯ ତାରିଖ ଦୁଇ ଦିନ ଧରି କଲେଜ ପରିସରରେ ତଦନ୍ତ କରିବ । ତଦନ୍ତ ବେଳେ ଆଭ୍ୟନ୍ତରୀଣ ଅଭ...
ଭୁବନେଶ୍ୱର ୧୭/୦୭: ଯେକୌଣସି ଦଳ ହେଉ, ଯେଉଁମାନେ ସୌମ୍ୟଶ୍ରୀ ପ୍ରସଙ୍ଗରେ ବିଜେପି ସରକାର ବିରୋଧରେ ଲଢିବେ । ସେମାନଙ୍କ ପ୍ରତି ବିଜେଡ଼ିର ନୈତିକ ସମର୍ଥନ ରହିବ। ପୀଡିତାଙ୍କ ଅଭିଯୋଗକୁ ସମସ୍ତେ ଅଣଦେଖା କଲେ । ଯେଉଁଥିପାଇଁ ସେ ଚାଲିଗଲା । ଏହା ଜନତାଙ୍କ ପ୍ରତ...
ଭୁବନେଶ୍ୱର ୧୭/୦୭: ବିଜେପି ସାଂସଦ ଅପରାଜିତା ଷଡଙ୍ଗୀଙ୍କ ସାମ୍ବାଦିକ ସମ୍ମିଳନୀ । FM କଲେଜ ଛାତ୍ରୀଙ୍କ ଆତ୍ମାହୁତିକୁ ନେଇ ବିରୋଧୀଙ୍କ ଆନ୍ଦୋଳନ ପ୍ରସଙ୍ଗରେ ବିଜେଡ଼ି ଓ କଂଗ୍ରେସ ଉପରେ ବର୍ଷିଲେ ବିଜେପି ସାଂସଦ ଅପରାଜିତା ଷଡ଼ଙ୍ଗୀ । କହିଲେ, ବିଜେଡ଼ି ସରକ...
ଭୁବନେଶ୍ୱର ୧୭/୦୭: ବିଜ୍ଞାପନରେ ଦୁର୍ନୀତିର ଗନ୍ଧ । କୋଟି କୋଟି ରାଜସ୍ୱ ହରାଉଛି ବିଏମ୍ସି । ୪ ଜାଗାରେ ୮୦୦୦ ବର୍ଗଫୁଟରେ ହୋର୍ଡିଂ । ସ୍ମାର୍ଟ ଜନପଥରେ ଅନୁମତି ମିଳିଥିବା ଜାଗାରୁ ଅଧିକ ବର୍ଗଫୁଟରେ ବିଜ୍ଞାପନ ମରାଯାଉଛି । ଏହି ଅର୍ଥ କାହା ପକେଟ୍କୁ ଯାଉଛି ସ...
Copyright © 2024 - Summa Real Media Private Limited. All Rights Reserved.