AKK 2023
MONGINIS 728X90
Hari omm 2
AKK2023
hari om films
WEB_F-8
MONGINIS 728X90
Showcase2022
HARI-OMM_728X90_B
WEB_F-9
hari om films
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଫୁଲବାଣୀ: ଗୋଛାପଡା ପୋଲିସକୁ ସଫଳତା, କ୍ୱିଣ୍ଟାଲରୁ ଅଧିକ ଗଂଜେଇ ଜବତ
  • ||
  • ଭୁବନେଶ୍ୱର: ରାଜଧାନୀରେ କଙ୍ଗାରୁକୋର୍ଟ, ଯୁବତୀଙ୍କୁ ଖୁଣ୍ଟରେ ବାନ୍ଧି ମାଡ଼
  • ||
  • ପ୍ରକାଶ ପାଇଲା ଜେଇଇ (ମେନ୍‌) ସେସନ-୧ ରେଜଲ୍ଟ, ଓ୍ୱେବସାଇଟ୍‌ରେ ଦେଖିପାରିବେ ଛାତ୍ରଛାତ୍ରୀ
  • ||
  • ଫେବୃୟାରୀରେ ଅଧିକ ରହିବ ତାପମାତ୍ରା, ଜଳବାୟୁ ଶୁଷ୍କ ଥିବାରୁ ଜଙ୍ଗଲରେ ଲାଗୁଛି ନିଆଁ
  • ||

ସଠିକ୍ ସରକାରୀ ଦସ୍ତାବିଜ ନଥିବାରୁ ୯୯୮ଗାଁର ରାଜସ୍ୱ ମାନ୍ୟତା ରଦ୍ଦ

1/12/2022 at 12:35 PM

ଭୁବନେଶ୍ଵର: ରାଜ୍ୟରେ ସମୁଦାୟ ୫୧୭୨୩ ଗାଁ ଅଛି। ଏଥିରୁ ୫୫୧୫ ପଡା ହେଉଛି ଗାଁ। ଯେଉଁଥିରୁ ୬୬୫ ଗାଁକୁ ରାଜସ୍ୱ ଗାଁର ମାନ୍ୟତା ଦିଆଯାଇଛି। ୯୯୮ଗାଁର ସଠିକ ସରକାରୀ ଦସ୍ତାବିଜ ନଥିବାରୁ ରାଜସ୍ୱ ମାନ୍ୟତା ରଦ୍ଦ କରାଯାଇଛି। ବିଧାନସଭାରେ ପ୍ରଶ୍ନର ଉତ୍ତରରେ ଏହା କହିଛନ୍ତି ରାଜସ୍ୱ ମନ୍ତ୍ରୀ ପ୍ରମିଳା ମଲ୍ଲିକ।

ସେ କହିଛନ୍ତି ମୋଟ୍ ୫୧୭୨୩ ଗାଁରୁ ଅବଶିଷ୍ଟ ୩୩୫୨ ଗାଁର ରାଜସ୍ୱ ମାନ୍ୟତା ପାଇଁ ଜିଲ୍ଲାପାଳଙ୍କ ରିପୋର୍ଟକୁ ଅପେକ୍ଷା କରାଯାଇଛି। ତା ପରେ ଚକବନ୍ଦୀକୁ ପଠାଯିବ। ପଡା ଗାଁରେ ରହୁଥିବା କୌଣସି ବ୍ୟକ୍ତି ସରକାରୀ ସୁବିଧାରୁ ବଂଚିତ ହେବା ଖବର ନାହିଁ। ୨୫୦ ଜନସଂଖ୍ୟା ବିଶିଷ୍ଟ ପଡା ଗାଁକୁ ରାଜସ୍ୱ ମାନ୍ୟତା ମିଳିବା ଉପରେ ବିଚାର କରାଯିବ। ପଡା ଗାଁର ଦୂରତ୍ୱ, ଭୌଗଳିକ ସ୍ଥିତି ଅନୁଧ୍ୟାନ କରି ରାଜସ୍ୱ ଗାଁର ମାନ୍ୟତା ଦିଆଯିବ ବୋଲି ଗୃହରେ ଉତ୍ତର ରଖିଛନ୍ତି ରାଜସ୍ୱ ମନ୍ତ୍ରୀ ପ୍ରମିଳା ମଲ୍ଲିକ।

   Related Posts