ଟ୍ରକ-ବସ୍‌ ମୁହାଁମୁହିଁ ଧକ୍କା : ଜଣେ ମୃତ, ୬ ଗୁରୁତର

Published By : Prameya-News7 Bureau | February 29, 2024 IST

କୁଚିଣ୍ଡା ୨୯।୦୨ : ସମ୍ବଲପୁର ଜିଲ୍ଲା ଜମନକିରା ଥାନା ଆମଲାଙ୍ଗ ନିକଟରେ ଦୁର୍ଘଟଣା । ଏହି ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୬ ଜଣ ଗୁରୁତର ହୋଇଛନ୍ତି । ସମସ୍ତ ଗୁରୁତରଙ୍କୁ ଉଦ୍ଧାର କରି ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି ।

{"id":915066,"sizeSlug":"full","linkDestination":"none"}

ଖବର ଅନୁଯାୟୀ, ବରଗଡ଼ରୁ ବାଲେଶ୍ୱର ଯାଉଥିଲା ଶ୍ରୀରାମଜୀ ବସ୍‌ । ଏହି ସମୟରେ ଜମନକିରା ଥାନା ୫୩ ନମ୍ବର ଜାତୀୟ ରାଜପଥ ଆମଲାଙ୍ଗ ନିକଟରେ ଘଟିଲା ଦୁର୍ଘଟଣା । ଏକ ଟ୍ରକ ସହ ବସ୍‌ର ମୁହାଁମୁହିଁ ଧକ୍କା ହୋଇଛି । ଯେଉଁଥିରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୬ ଜଣ ଗୁରୁତର ହୋଇଛନ୍ତି । ମୃତକ ହେଲ୍‌ପର ହୋଇଥିବା ବେଳେ ସମସ୍ତ ଗୁରୁତରଙ୍କୁ ଉଦ୍ଧାର କରି ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି ।  

wp:embed {"url":"https://www.prameyanews7.com/icc-test-ranking-jurrells-leap-gill-yashvis-advantage-rohit-and-kohli-at-a-loss/","type":"wp-embed","providerNameSlug":"prameya-news-7"}
https://www.prameyanews7.com/icc-test-ranking-jurrells-leap-gill-yashvis-advantage-rohit-and-kohli-at-a-loss/
/wp:embed

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.