suno sunao
Aao Nxt
suno sunao
AAo728x90 (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, odisha news,khabar odisha,news in oriya

ବ୍ଲଡ଼ ହକ୍ ଓଡ଼ିଶା ସ୍ବେଛାସେବୀ ସଂଗଠନ ତରଫରୁ ୬୮ୟୁନିଟ ରକ୍ତ ସଂଗ୍ରହ

2/11/2020 at 9:47 AM

ଭଦ୍ରକ ୦୨।୧୧:  ସ୍ଵେଛାକୃତ ରକ୍ତ ଦାନ ଶିବିରରୁ ସଂଗ୍ରହ ହେଲା ୬୮ ୟୁନିଟ ରକ୍ତ । ଭଦ୍ରକ ଜିଲ୍ଲା ଲାଙ୍ଗୁଡି ଗ୍ରାମରେ ସେଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ବ୍ଲଡ଼ ହକ୍  ଓଡ଼ିଶା ସ୍ବେଛାସେବୀ ସଂଗଠନ ତରଫରୁ ଆୟୋଜିତ ହୋଇଥିଲା ।

 ଏହି ସେଛାକୃତ ରକ୍ତ ଦାନ ଶିବିର ଲାଙ୍ଗୁଡି ଗାଁରେ ଚାନ୍ଦିଆପଦା ନୋଡାଲା ଉ.ପ୍ରା ବିଦ୍ୟାଳୟରେ ଅନୁଷ୍ଠିତ ହୋଇଥିଲା । ଏହି ଅବସରରେ ଲାଙ୍ଗୁଡି ଗାଁର ଛାତ୍ରଛାତ୍ରୀ ଠାରୁ ଆରମ୍ଭ କରି ଅନେକ ଲୋକମାନେ ମଧ୍ୟ ରକ୍ତ ଦାନ କରିଥିବାର ଦେଖିବାକୁ ମିଳିଥିଲା । ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ରେଡକ୍ରସ ୟୁନିଟର ଡାକ୍ତରଙ୍କ ଉପସ୍ଥିତିରେ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଥିଲା । ଏହି ଶିବିରରୁ ୬୮ ୟୁନିଟ ରକ୍ତ ସଂଗ୍ରହ ହୋଇଥିଲା ।

   Related Posts