ଜୟପୁର ଡାକ୍ତରଖାନାରେ ଅବ୍ୟବସ୍ଥା ପ୍ରତିବାଦରେ ବିଜେପିର ଧାରଣା
8/05/2018 at 10:03 AM

ଜୟପୁର ଡାକ୍ତରଖାନାକୁ ରାଜ୍ୟ ସରକାର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଭାବେ ଘୋଷଣା କରିବାର ୬ ମାସରୁ ଅଧିକ ସମୟ ବିତିଗଲାଣି କିନ୍ତୁ ଏଠାରେ ଭିତ୍ତି ଭୂମିର ଉନ୍ନତି ଆସୁନାହିଁ କି ନୂଆ କୋଠାକୁ ଡାକ୍ତରଖାନା ସ୍ଥାନାନ୍ତର ହେଉନାହିଁ …. ଆବଶ୍ୟକ ସଂଖ୍ୟକ ଡାକ୍ତର ନାହାନ୍ତି …. ବାରମ୍ବାର ଦାବି ସତ୍ୱେ ରାଜ୍ୟ ସରକାର କର୍ଣପାତ କରୁନାହାନ୍ତି …. ପ୍ରତିବାଦରେ ଜୟପୁର ଡାକ୍ତରଖାନା ସମ୍ମୁଖରେ ଧାରଣା ଦେଇଛି ବିଜେପି ….