ଗ୍ୟାସ ଦରବୃଦ୍ଧି ନେଇ ବିଜେଡିର ପ୍ରତିକ୍ରିୟା ; ଖୁବଶୀଘ୍ର ରାଜରାସ୍ତାକୁ ଓହ୍ଲାଇବ ବିଜେଡି
1/06/2018 at 9:54 AM

ଗ୍ୟାସ ଦର ବୃଦ୍ଧି ନେଇ ବିଜେଡିର ପ୍ରତିକ୍ରିୟା : ଗ୍ୟାସ ଦର ବୃଦ୍ଧି କରି ଗରିବଙ୍କ ପେଟକୁ ଲାତ ମାରିଛନ୍ତି କେନ୍ଦ୍ର ସରକାର… ୩ କୋଟି ମହିଳାଙ୍କୁ ସମ୍ମାନ ଦେବାକୁ କହୁଥିଲେ … କିଭଳି ସମ୍ମାନ ଏଥିରୁ ପ୍ରାମାଣିତ ହେଉଛି … ଏନେଇ ଖୁବଶୀଘ୍ର ରାଜରାସ୍ତାକୁ ଓହ୍ଲାଇବ ବିଜେଡି … ବିଜୁ ଯୁବ, ଛାତ୍ର ଓ ମହିଳା ମୋର୍ଚ୍ଚା ପ୍ରତିବାଦ କରିବ … ଯେପର୍ଯ୍ୟନ୍ତ କେନ୍ଦ୍ର ସରକାର ଦରଦାମ ବୃଦ୍ଧି ନିୟନ୍ତ୍ରଣ କରିନାହାନ୍ତି , ସେପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରହିବ … ବିଜେଡି ସାଧାରଣ ସମ୍ପାଦକ ସଞ୍ଜୟ ଦାସ ବର୍ମାଙ୍କ ସୂଚନା …