ଭଦ୍ରକ ୧୫/୦୪: ବିଜେଡି ଟାଉନ କମିଟି ତରଫରୁ ଦାୱତ-ଏ-ଇଫତାର ଆୟୋଜିତ ହୋଇଛି । ଭଦ୍ରକ ସହରର ମଦିନା ମୈଦାନ ଠାରେ ବିଜେଡିର ଭଦ୍ରକ ଜିଲ୍ଲା ଟାଉନ କମିଟି ତରଫରୁ ଆୟୋଜିତ ହୋଇଛି ଦାୱତ ଏ ଇଫତାର । ଭଦ୍ରକ ସାଂସଦ ମଞ୍ଜୁଲତା ମଣ୍ଡଳ , ବିଧାୟକ ସଞ୍ଜୀବ ମଲ୍ଲିକଙ୍କ ସହ ବହୁ ନେତା ଯୋଗ ଦେଇଛନ୍ତି ।
wp:gallery {"linkTo":"none"} /wp:galleryମଦିନା ମୈଦାନ ଠାରେ ଉପସ୍ଥିତ ହୋଇ ଉଭୟ ସମ୍ପ୍ରଦା ର ଲୋକେ ଇଫତାର ପାଳନ କରିଛନ୍ତି । ତେବେ ଏହି ଦାୱତ-ଏ-ଇଫତାର ଉଭୟ ସମ୍ପ୍ରଦାୟ ମଧ୍ୟରେ ଭାଇଚାରା ବଜାୟ ରଖିବାରେ ସହାୟକ ହେବା ନେଇ ନେତୃତ୍ୱ ମାନେ କହିଛନ୍ତି । ଏହି ଦାୱତ ଏ ଇଫତାର ମୁସଲମାନ ସମ୍ପ୍ରଦାୟ ର ପବିତ୍ର ମାସ ରମଜାନ ମାସ ଅବସର ରେ ଆୟୋଜିତ ହୋଇଥିବା ବେଳେ ଉପବାସ ରଖିଥିବା ଭାଇ ଭଉଣୀ ମାନେ ନିର୍ଦ୍ଧାରିତ ସମୟ ପରେ ଉପବାସ ଫିଟାଇଛନ୍ତି ।