scan steel
web-baneer-728x90
WhatsApp Image 2023-12-06 at 12.52.17
728x90-banner-17.2.24jpg
Untitled-1 copy (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ବିଜେଡି ଟାଉନ୍ କମିଟିର ଦାୱତ-ଏ-ଇଫତାର, ସାମିଲ ହେଲେ ସାଂସଦ, ବିଧାୟକ ଓ ନେତା

15/04/2023 at 2:36 PM

ଭଦ୍ରକ ୧୫/୦୪: ବିଜେଡି ଟାଉନ କମିଟି ତରଫରୁ ଦାୱତ-ଏ-ଇଫତାର ଆୟୋଜିତ ହୋଇଛି । ଭଦ୍ରକ ସହରର ମଦିନା ମୈଦାନ ଠାରେ ବିଜେଡିର ଭଦ୍ରକ ଜିଲ୍ଲା ଟାଉନ କମିଟି ତରଫରୁ ଆୟୋଜିତ ହୋଇଛି ଦାୱତ ଏ ଇଫତାର । ଭଦ୍ରକ ସାଂସଦ ମଞ୍ଜୁଲତା ମଣ୍ଡଳ , ବିଧାୟକ ସଞ୍ଜୀବ ମଲ୍ଲିକଙ୍କ ସହ ବହୁ ନେତା ଯୋଗ ଦେଇଛନ୍ତି ।

ମଦିନା ମୈଦାନ ଠାରେ ଉପସ୍ଥିତ ହୋଇ ଉଭୟ ସମ୍ପ୍ରଦା ର ଲୋକେ ଇଫତାର ପାଳନ କରିଛନ୍ତି । ତେବେ ଏହି ଦାୱତ-ଏ-ଇଫତାର ଉଭୟ ସମ୍ପ୍ରଦାୟ ମଧ୍ୟରେ ଭାଇଚାରା ବଜାୟ ରଖିବାରେ ସହାୟକ ହେବା ନେଇ ନେତୃତ୍ୱ ମାନେ କହିଛନ୍ତି । ଏହି ଦାୱତ ଏ ଇଫତାର ମୁସଲମାନ ସମ୍ପ୍ରଦାୟ ର ପବିତ୍ର ମାସ ରମଜାନ ମାସ ଅବସର ରେ ଆୟୋଜିତ ହୋଇଥିବା ବେଳେ ଉପବାସ ରଖିଥିବା ଭାଇ ଭଉଣୀ ମାନେ ନିର୍ଦ୍ଧାରିତ ସମୟ ପରେ ଉପବାସ ଫିଟାଇଛନ୍ତି ।

   Related Posts