Showcase2022
Showcase2022
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭଦ୍ରକ: ଲାଞ୍ଚ ନେଇ ନିଲମ୍ୱିତ ହେଲେ ରାଜସ୍ୱ ନିରୀକ୍ଷକ, କହିଥିଲେ ମୋ ମୁଣ୍ଡର ଦାମ୍‌ କଣ ୨୦୦ ଟଙ୍କା ?
  • ||
  • ବାରିପଦା:ସରକାରୀ ବସଷ୍ଟାଣ୍ଡ ସମ୍ମୁଖରେ ଭୟାବହ ଅଗ୍ନିକାଣ୍ଡ, ୪ ଦୋକାନ ଓ ହୋଟେଲ ଭସ୍ମୀଭୂତ
  • ||

ବାଇକ୍ ଲୁଟେରା ଗିରଫ, ଚୋରି ଗାଡି ଜବତ

30/06/2022 at 4:59 PM

ଉଦଳା ୩୦।୬: ବାଇକ୍ ଲୁଟେରା ଗିରଫ । କପ୍ତିପଦା ପୋଲିସ୍ କବଜାରେ ବାଇକ୍ ଲୁଟେରା । ଲୁଟେରାକୁ ଗିରଫ କରିବା ସହିତ ତା ନିକଟରୁ ଚୋରି ବାଇକ୍ ଜବତ କରିଛି ପୋଲିସ ।

ସୂଚନାଯୋଗ୍ୟ ଯେ, ବୁଧବାର ସନ୍ଧ୍ୟା ସମୟରେ କପ୍ତିପଦା ହାଟ ନିକଟରୁ ଏକ ଗ୍ଲାମର ଗାଡି ଲୁଟ ହୋଇଥିଲା । ଦୁଇ ଜଣ ଲୁଟେରା ବାଇକ୍ ଲୁଟି ନେଇ ଚାଲିଯାଇଥିବା ବେଳେ ସେମାନଙ୍କ ମଧ୍ୟରୁ ଜଣେ ଲୁଟେରା ନୀଳଗିରି ନିକଟରେ ସ୍ଥାନୀୟ ଲୋକଙ୍କ ହାବୁଡରେ ପଡିଥିଲେ । ଏହାପରେ କପ୍ତିପଦା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଲୁଟେରାକୁ ଗିରଫ କରିବା ସହିତ ଲୁଟ୍ ହୋଇଥିବା ବାଇକକୁ ଜବତ କରିଛି ପୋଲିସ । ଗିରଫ ଲୁଟେରା ଜଣକ ରେମୁଣା ଥାନା ଅଂଚଳର ବିକାଶ ସ୍ବାଇଁ । ଅନ୍ୟ ଜଣେ ଅଭିଯୁକ୍ତ ଫେରାର ହୋଇଯାଇଥିବା ବେଳେ ପୋଲିସ ଫେରାର ଲୁଟେରାକୁ ଖୋଜୁଛି । ଏହାସହ ଗିରଫ ଲୁଟେରା ଜଣଙ୍କ ପୂର୍ବରୁ ଅନେକ ବାଇକ୍ ଚୋରି କରିଥିବା ପୋଲିସ ଆଗରେ ମାନିଥିବା ଜଣାଯାଇଛି । 

   Related Posts