ଛତିଶଗଡ଼ ବିଜାପୁରରେ ଲାଲ ହିଂସା
3/05/2018 at 11:38 AM

ରାସ୍ତା କାମକୁ ବିରୋଧ କରି ୬ଟି ଗାଡିରେ ନିଆଁ ଲଗାଇଦେଇଛନ୍ତି ମାଓବାଦୀ
ପାଖାପାଖି ୧୫ ରୁ ୨୦ ଜଣ ସଶସ୍ତ୍ର ମାଓବାଦୀ ପୋଡାଜଳା କରିଛନ୍ତି
ଘଟଣା ପରେ ସ୍ଥାନୀୟ ଅଂଚଳରେ ଭୟର ବାତାବରଣ ଖେଳି ଯାଇଛି
Related Posts
କାଳବୈଶାଖୀ ପ୍ରଭାବରେ ବଜ୍ରପାତ, ଜଳିଗଲା ୭ ବଖରା ଘର
2 June 2023