suno sunao
Hari omm 2
hari om films
suno sunao new
HARI-OMM_728X90_B
Showcase2022
hari om films
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ସାଲେପୁର : ପାରିବାରିକ କଳହର କରୁଣ ପରିଣତି, ସ୍ୱାମୀକୁ କିରୋସିନି ଢାଳି ଜାଳିଦେଲା ସ୍ତ୍ରୀ
  • ||
  • ଭୂକମ୍ପରେ ଥରିଲା ଇରାନ : ୭ ମୃତ, ୪୪୦ରୁ ଅଧିକ ଆହତ
  • ||

ସମ୍ପର୍କରେ ଲାଗିଲା ରକ୍ତର ଛିଟା, କୋଦାଳ ବେଣ୍ଟରେ ପିଟି ବାପାକୁ ମାରିଲା ପୁଅ

19/12/2022 at 11:49 AM

ଭଦ୍ରକ ୧୯/୧୨: ପାରିବାରିକ କଳହ ଭାଙ୍ଗିଦେଲା ରକ୍ତର ସମ୍ପର୍କ । ପୁଅର କୋଦାଳ ବେଣ୍ଟ ମାଡ଼ରେ ବାପାର ମୃତ୍ୟୁ ଅଭିଯୋଗ । ଏମିତି ଘଟଣା ଘଟିଛି ଭଦ୍ରକ ଜିଲ୍ଲା ସାବରଙ୍ଗ ଥାନା ପଗଡ଼ ଅଞ୍ଚଳ ରେ ।

ସୂଚନାଯୋଗ୍ୟ ଯେ ପଗଡ଼ ଗାଁର ବୁରୀ ମୁଣ୍ଡା ଘରେ ଥିବା ବେଳେ ପୁଅ ଚୁକି ସହ କୌଣସି କଥାକୁ ନେଇ ବଚସା ହୋଇଥିଲା । ପରେ ପୁଅ ଚୁକି ଏକ କୋଦାଳ ବେଣ୍ଟରେ ବୁରୀଙ୍କ ମୁଣ୍ଡକୁ ପିଟି ଦେଇଥିଲା । ଘଟଣାସ୍ଥଳରେ ବୁରୀଙ୍କର ମୃତ୍ୟୁ ହୋଇଥିଲା ।

ପରେ ସାବରଙ୍ଗ ପୋଲିସ ଖବର ପାଇ ମୃତଦେହକୁ ଜବତ କରି ଶବ ବ୍ୟବଚ୍ଛେଦ ପାଇଁ ଭଦ୍ରକ ଜିଲ୍ଲା ମୁଖ୍ୟ ଡାକ୍ତରଖାନାକୁ ପଠାଇଛି । ତେବେ ହତ୍ୟାକାଣ୍ଡର ଅଭିଯୁକ୍ତ କୁହାଯାଉଥିବା ଚୁକିକୁ ପୋଲିସ ଥାନାରେ ଅଟକ ରଖି ତଦନ୍ତ ଆରମ୍ଭ କରିଥିବା ସୂଚନା ମିଳିଛି ।

   Related Posts