LIFESTYLE
suno sunao
Aao Nxt
LIFESTYLE_728X90
suno sunao
AAo728x90 (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, odisha news,khabar odisha,news in oriya

ବାଦାମବାଡିରେ ହିଟ ଆଣ୍ଡ ରନ ; ବାଦାମବାଡି ଥାନା ସମ୍ମୁଖରେ ସିରିଜ ଦୁର୍ଘଟଣା

16/04/2018 at 6:35 AM

ଗତ କାଲି ବିଳମ୍ବିତ ରାତିରେ ବାଦାମବାଡି ଥାନା ଭିତରେ ଘଟିଲା ଦୁର୍ଘଟଣା…ଏକ ଦୃତ ଗାମୀ କାର ୪ ଜଣ ବ୍ୟକ୍ତିଙ୍କୁ ଧକ୍କା ଦେବା ପରେ ଥାନା ସମ୍ମୁଖରେ ଥିବା ୧୨ଟି ଗାଡିକୁ ଧକ୍କା ଦେଇଥିଲା ଫଳରେ ସମସ୍ତ ଗାଡି ଥାନା ଭିତରେ ପସି ଯାଇଥିଲା …ତେବେ ଏହି ଦୁର୍ଘଟଣାରେ ୪ ଜଣ ଆହାତ ହୋଇଥିବା ବେଳେ ଥାନା ପିସିଆର ବାଇକ ସହ ୧୨ ଟି ଗାଡି ସମ୍ପୂର୍ଣ୍ନ ନଷ୍ଟ ହୋଇଯାଇଛି… ତେବେ ଏହି ଦୃଶ୍ୟ ସଲମାନ ଖାନଙ୍କ ହିଟ ଆଣ୍ଡ ରନକୁ ମନ କାଇ ଦେଇଛି..ଦେଖନ୍ତୁ ନ୍ୟୁଜ ସେଭନର ଏକ୍ସକ୍ଲୁସିଭ ଭିଡିଓ…ବାଦାମବାଡିରେ ହିଟ ଆଣ୍ଡ ରନ..ଗତ କାଲି ବିଳମ୍ବିତ ରାତିରେ ବାଦାମବାଡି ଥାନା ସମ୍ମୁଖରେ ଘଟିଥିବା ଦୃଶ୍ୟ ସମସ୍ତଙ୍କୁ ଚକିତ କରିବ.. ଦୁର୍ଘଟଣା ସମୟର ଭିଜୁଆଲ ଲାଗିଛି ନ୍ୟୁଜ ସେଭେନ ହାତରେ…ରାତି ପ୍ରାୟ ୧୦.୪୦ ଲିଙ୍କରୋଡ ଆଡି ବାଦାମବାଡି ଆଡକୁ ଦୃତ ଗତିରେ ଏକ କାର ଆସି ୪ ଜଣଙ୍କୁ ଧକ୍କା ଦେବା ସହ ଥାନା ସମ୍ମୁଖରେ ଥିବା ପିସିଆର ବାଇକ ସମେତ ୧୨ଟି ବାଇକ କୁ ଧକ୍କା ଦେଇଥିଲା…ତେହବେ ସମସ୍ତ ଗାଡି ସବୁ ଧକ୍କା ପରେ ଥାନା ଭିତରେ ପସି ଯାଇଥିବା ଦେଖୁବାକୁ ମିଳିଥିଲା… ତେବେ ଏହି ଭୟଙ୍କର ଦୁର୍ଘଟଣା ସଲମାନ ଖାନଙ୍କ ହିଟ ଆଣ୍ଡ ରନକୁ ମନ ପକାଇଦେଇଛି..ଏହି ଦୁର୍ଘଟଣାରେ ୪ ଜଣ ଗୁରୁତ୍ବର ଆହାତ ହେବା ସହ ସହ ୧୨ଟି ଗାଡି ସମ୍ପୂର୍ଣ୍ନ କ୍ଷତି ଗ୍ରସ୍ତ ହୋଇଛି…

Leave a Reply

   Related Posts