scan steel
web-baneer-728x90
krs-728-90-banner (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

BIGG-BOSSରେ ଗର୍ଭବତୀ ହେଲେ ୩୮ ବର୍ଷୀୟ ଅଭିନେତ୍ରୀ, କହିଲେ ଯାହା ଘରେ ହେଲାନି, ତାହା ଏଠାରେ….

15/11/2023 at 11:33 AM

ମୁମ୍ୱାଇ ୧୫/୧୧: ଚାଲିଛି ବିଗ୍‌-ବସ୍ ସିଜିନ୍ ୧୭ । ହାଉସ୍‌ରେ ନିଜ ନିଜର ବେଷ୍ଟଦେବାରେ ଲାଗିଛନ୍ତି ସେଲିବ୍ରିଟି । ଖାସ୍ କରି ବେଶ ଗରମ ହେଉଛି ହାଉସ୍‌ର ମାହୋଲ । ସେ ଝଗଡା ହେଉ ବା ରିଲେସନ । ଗସିପ୍ ହେଉଛି କି, ବୋଧହୁଏ ଅନେକ ଦମ୍ପତ୍ତିଙ୍କ ଖରାପ ହୋଇପାରେ ରିଲେସନ ।

ବିଶେଷ କରି ଅଙ୍କିତା ଲୋଖଣ୍ଡେ ଓ ଭିକ୍କି ଜୈନଙ୍କ ବୈବାହିକ ସମ୍ପର୍କ କୁଆଡେ ଯିବ ସେନେଇ ଶୁଣିବାକୁ ମିଳୁଛି ଅନେକ କଥା । ଏହାରି ଭିତରେ ନଜର ଆସିଛି ଚମକାଇ ଦେବା ଭଳି କଥା । । କୁହାଯାଉଛି କି, ମାଆ ହେବାକୁ ଯାଉଛନ୍ତି ଅଙ୍କିତା ଲୋଖଣ୍ଡେ । କେହି କେହି କହୁଛନ୍ତି ଯେ, ଯାହା ଘରେ ହୋଇପାରିନଥିଲା ତାହା ବିଗ୍ ବସ୍ ହାଉସ୍‌ରେ ହେବାକୁ ଯାଉଛି ।

ଆପଣ ବୁଝିପାରିଲେନି କିଯ ଆଜ୍ଞା ହଁ ବହୁତ ଶୀଘ୍ର ଖୁସିଖବର ଦେବେ ଅଭିନେତ୍ରୀ ଅଙ୍କିତା ଲୋଖଣ୍ଡେ । କାରଣ ଶୋ ଲାଟେଷ୍ଟ ଏପିସୋଡରେ ଅଙ୍କିତା ସ୍ପଷ୍ଟ କରିଥିବା ଘଟଣା ଅନେକ କିଛି ବୟାନ କରୁଛି । ସେ ହେବା ନେଇ ଏମିତି କିଛି କହିଛନ୍ତି ଯାବାକୁ ନେଇ ଆରମ୍ଭ ହୋଇଛି ଚର୍ଚ୍ଚା । କହିବାକୁ ଗଲେ ଗତ କିଛଦିନ ତଳେ ଏପିସୋଡରେ ମଜାଳିଆ ଢଙ୍ଗରେ ଅଙ୍କିତା କହିଥିଲେ ଯେ, ପ୍ରତିଦିନ ସଂଧ୍ୟାରେ ତାଙ୍କୁ ବାନ୍ତି ବାନ୍ତି ଲାଗୁଛି ।

ଆହୁରି ବି ଖଟ୍ଟା ଖାଇବାକୁ ଇଚ୍ଛା ହେଉଛି । ଅଙ୍କିତା ଆହୁରି କହିଥିଲେ ଆଗକୁ ମୋ ସହ କିଛି ପ୍ରୋବ୍ଲେମ ହୋଇପାରେ । ଏହି କଥା ଶୁଣିବା ପରେ ରିଙ୍କୁ ଧଓ୍ୱନ ଏବଂ ଜିଗନା ତାଙ୍କୁ ଚିଡାଇବାକୁ ଯାଇ କହିଥିଲେ ଏହା ପ୍ରୋବ୍ଲମ ନୁହେଁ ବହୁତ ଭଲ କଥା । ରିଙ୍କୁ ଆହୁରି ଇଶାରା ଦେଇ କହିଥିଲେ କି, କିଛି ଗୁଡ୍ ନ୍ୟୁଜ୍ ଶୁଣିବାକୁ ମିଳିବ ।

ଏହା ଶୁଣିବା ପରେ ଅଙ୍କିତା ଲାଜେଇ ଯାଇଥିଲେ । ଯଦିଓ ମନା କରିନଥିଲେ କିଛି କିଛି ଲୁଚେଇ ଆନ୍ସର ଦେଇଥିଲେ । ଅଙ୍କିତା କହିଥିଲେ ଯାହା ବନ୍ଦ ଘରେ ହୋଇନଥିଲା ତାହା ଏହି କ୍ୟାମେରା ସାମ୍ନାରେ କେମିତି ହବ । ଯଦିଓ ଏହି ସବୁ କଥା ମଜାକ୍ ମଜାକ୍‌ରେ ହୋଇଥିଲା । ତଥାପି ଫ୍ୟାନ୍ସଙ୍କ ମନରେ ସୃଷ୍ଟି କରିଛି ଅନେକ ପ୍ରଶ୍ନ ।

   Related Posts