ସୋନପୁରର ମୁଣ୍ଡଘାଟ ପୋଲ ଉପରେ ୪ଫୁଟର ବନ୍ୟା ପାଣି ପ୍ରବାହିତ

Published By : Prameya-News7 Bureau | August 29, 2018 IST

ସୋନପୁର ୨୯/୮:ସୋନପୁରରେ ମଧ୍ୟ ବନ୍ୟା ସ୍ଥିତି । ମୁଣ୍ଡଘାଟ ପୋଲ ଉପରେ ୪ ଫୁଟର ବନ୍ୟା ପାଣି ପ୍ରବାହିତ ହେଉଛି । ଫଳରେ ସୋନପୁରରୁ ବୀରମହାରାଜପୁରକୁ ଯାତାୟତ ବାଧାପ୍ରାପ୍ତ ହୋଇଛି । ଗତକାଲି ହୀରାକୁଦ ଜଳଭଣ୍ଡାରର ୨୫ଟି ଗୋଟ ଖୋଲିବା ପରେ ବନ୍ୟା ଜଳ ମହାନଦୀରେ ପ୍ରବାହିତ ହେଉଛି । ଏହାଫଳରେ ମହାନଦୀ ପାଖରେ ଥିବା ମୁଣ୍ଡଘାଟ ଜୋରରେ ମଧ୍ୟ ବନ୍ୟା ପରିସ୍ଥିତି ଦେଖିବାକୁ ମିଳିଛି ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.