ରାଜଧାନୀରୁ ୩ ଲୁଟେରା ଗିରଫ
19/05/2018 at 8:17 AM

ରାଜଧାନୀରୁ ୩ ଜଣ ଲୁଟେରାଙ୍କୁ ଗିରଫ କରିଛି କମିଶନରେଟ ପୋଲିସର ସ୍ପେସିଆଲ ସ୍କ୍ୱାର୍ଡ | ଲୁଟେରାଙ୍କ ଠାରୁ ୫ଟି ସୁନା ଚେନ ଓ ବାଇକ ଜବତ ହୋଇଛି | ଖଣ୍ଡଗିରି,ରାଜମହଲ,ମାଷ୍ଟର କ୍ୟାଣ୍ଟିନ,ବାଣୀବିହାର ଓ ନୟାପଲ୍ଲୀ ଅଂଚଳରେ ସକ୍ରିୟ ଥିଲେ ଲୁଟେରା ଗ୍ୟାଙ୍ଗ | ଏନେଇ ସୂଚନା ଦେଇଛନ୍ତି ଡିସିପି ଅନୁପ ସାହୁ |
Related Posts
ନୀଳଗିରି ଉପଖଣ୍ଡ ହସ୍ପିଟାଲରେ ପଶିଲା ପାଣି, ବେଡ୍ ନଥିବାରୁ ରୋଗୀ ହନ୍ତସନ୍ତ
30 September 2023
ସରଗରମ ରହିବ ବିଧାନସଭା, ବିଭିନ୍ନ ପ୍ରସଙ୍ଗରେ ହେବ ଜୋରଦାର ଆଲୋଚନା
30 September 2023
ଆଶ୍ୱିନ ମାସ କୃଷ୍ଣପକ୍ଷ ପ୍ରତିପଦା ତିଥି, ଶନିବାରଠୁ ପିତୃପକ୍ଷ ଆରମ୍ଭ
30 September 2023