ଏଟିଏମ ଭାଙ୍ଗି ଲୁଟ ଉଦ୍ୟମ ବେଳେ ଧରା ପଡିଲେ ଲୁଟେରା
14/06/2018 at 6:10 AM

ବିଳମ୍ବିତ ରାତିରେ କଟକ ଅସୁରେଶ୍ୱର ଛକ ନିକଟ ଏସବିଆଇ ଏଟିଏମ ଉଦ୍ୟମ କରିଥିଲେ ୬ ଜଣ ଲୁଟେରା | ଏଟିଏମ ଭାଙ୍ଗି ଲୁଟ କରୁଥିବା ବେଳେ ସ୍ଥାନୀୟ ଲୋକଙ୍କ ହାବୁଡ଼ରେ ପଡିଯାଇଥିଲେ | ତେବେ ୩ ଜଣ ଧରା ପଡିଥିବା ବେଳେ ବାକି ୩ ଜଣ ଫେରାର ହୋଇଯାଇଛନ୍ତି | ଲୋକେ ୩ ଲୁଟେରାଙ୍କୁ କାବୁ କରି ପୋଲିସକୁ ଖବର ଦେଇଥିଲେ | ପୋଲିସ ୩ ଜଣଙ୍କୁ ଅଟକ ରଖି ପଚରାଉଚୁରା କରୁଛି |
Related Posts
ଜଳ ଭଣ୍ଡାରରୁ ମହିଳା ପୋଷ୍ଟମାଷ୍ଟରଙ୍କ ମୃତଦେହ ଉଦ୍ଧାର
28 March 2023