scan steel
web-baneer-728x90
WhatsApp Image 2023-12-06 at 12.52.17
728x90-banner-17.2.24jpg
Untitled-1 copy (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ବୁଧବାର ରାଶିଫଳ, ଜାଣନ୍ତୁ କେମିତି କଟିବ ଆପଣଙ୍କ ଦିନ

22/03/2022 at 7:13 PM

ମେଷ– ଆଜି କର୍ମକ୍ଷେତ୍ରରେ ନିଚ୍ଛକ ସତ୍ୟକଥା କହି ପରିସ୍ଥିତିକୁ ସୁଧାରି ନେବେ ।ବନ୍ଧୁଙ୍କ ପରାମର୍ଶ ଏବଂ ପ୍ରତିଯୋଗିତାରେ ସଫଳତା ଯୋଗୁ ମନ ଖୁସିରହିବ । ନିମନ୍ତ୍ରଣ ପାଇ ହଠାତ୍ ଦୂର ଯାତ୍ରା କରିବାକୁ ପଡିପାରେ ।ଶୁଭରଙ୍ଗ ଲାଲ୍ । ଶୁଭ ଅଙ୍କ ୪ ।
ଚାଷୀ- ଶ୍ରମସାର୍ଥକ ହେବ ।
ରୋଗୀ- ସାମାନ୍ୟ ସୁସ୍ଥ ଅନୁଭବ କରିବେ ।
ଛାତ୍ରଛାତ୍ରୀ- ବିଦ୍ୟା ଆରୋହଣ କରିବେ ।
କର୍ମଜୀବି-କାର୍ଯ୍ୟ ତତ୍ପର ରହିବେ ।
ବ୍ୟବସାୟୀ- ଅର୍ଥ ଲାଭ ହେବ ।
ଗୃହିଣୀ-ସୁଖଭାରା ଦିନଟି ।

ବୃଷ–ସକାଳୁ ସକାଳୁ କୌଣସି ଶୁଭଖବର ମନକୁ ଆହ୍ଲାଦିତ କରିବ । ପଛକଥା ଚିନ୍ତା ନ କରି ଏହିସମୟର ପରିସ୍ଥିତିକୁ ସାମନା କରିବାକୁ ଚେଷ୍ଟାକରନ୍ତୁ । ପରିଶ୍ରମ ଜନିତ କ୍ଳାନ୍ତି ଅନୁଭବ କରିପାରନ୍ତି ।ଶୁଭରଙ୍ଗ ଗ୍ରୀନ୍ ।ଶୁଭଅଙ୍କ ୯ ।
ଚାଷୀ-କୀଟନାଶକର ସଠିକ୍‌ ସମୟରେ ବ୍ୟବହାର କରନ୍ତୁ ।
ରୋଗୀ- ଅସୁସ୍ଥ ଅନୁଭବ କରିବେ ।
ଛାତ୍ରଛାତ୍ରୀ- ବିଦ୍ୟାରେ ମନ ଦେବେ ।
କର୍ମଜୀବି-ପ୍ରଶଂସିତ ହେବେ ।
ବ୍ୟବସାୟୀ- ନୂଆଡିଲ୍‌ ମିଳିବ ।
ଗୃହିଣୀ-ସୁଖୀ ହେବେ ।

ମିଥୁନ – କର୍ମକ୍ଷେତ୍ରରେ ପ୍ରତିକୂଳ ପରିସ୍ଥିତିରହିଥିଲେ ମଧ୍ୟ ଧୈର୍ଯ୍ୟହରା ନ ହୋଇକାର୍ଯ୍ୟକଲେଉପକୃତହେବେ ।ବିଶେଷକାରଣରତଜର୍ମାସକାଶେବନ୍ଧୁଦ୍ୱାରକୁଗମନ କରିବେ ।ଶୁଭରଙ୍ଗକ୍ରୀମ୍ ।ଶୁଭଅଙ୍କ ୫ ।
ଚାଷୀ-ଉତ୍ତମବିହନ, କୃଷିବିଭାଗରୁ ଆଣନ୍ତୁ ।
ରୋଗୀ- ଚକ୍ଷୁ ପୀଡାହେବ ।
ଛାତ୍ରଛାତ୍ରୀ- ଚିନ୍ତାଧାରା ଉନ୍ନତ ହେବ ।
କର୍ମଜୀବି- ସ୍ୱକାର୍ଯ୍ୟକରିବେ ।
ବ୍ୟବସାୟୀ- ମଧୁରଭାଷୀହେବେ ।
ଗୃହିଣୀ- ସ୍ୱାଭିମାନୀହେବେ ।

କର୍କଟ–ସହକର୍ମୀକିମ୍ବାବନ୍ଧୁଙ୍କଠାରୁ ଅଯାଚିତସାହାର୍ଯ୍ୟ ପାଇଖୁସିହେବେ । ଆଲୋଚନା ପରିସରରେବିଜ୍ଞବ୍ୟକ୍ତିମାନଙ୍କ ନିକଟରୁଉତ୍ସାହ ଓ ପ୍ରେରଣା ପାଇ ଦୁଃସାଧ୍ୟ କାର୍ଯ୍ୟସାଧନକରିବେ ।ଶୁଭରଙ୍ଗ ନାରଙ୍ଗୀ ।ଶୁଭଅଙ୍କ ୮ ।
ଚାଷୀ-ଜଳବାୟୁବିଭାଗସହଯୋଗାଯୋଗରଖନ୍ତୁ ।
ରୋଗୀ- ଚିକିତ୍ସା ପାଇଁବିଦେଶ ଯାଇପାରନ୍ତି ।
ଛାତ୍ରଛାତ୍ରୀ- ବ୍ୟାୟାମ୍‌କରନ୍ତୁ ।
କର୍ମଜୀବି-ପ୍ରଶଂସିତହେବେ ।
ବ୍ୟବସାୟୀ- ଅର୍ଥ ହାନୀହେବ ।
ଗୃହିଣୀ-ଧାର୍ମିକହେବେ ।

ସିଂହ – ଆଜି ଆପଣ ପ୍ରତ୍ୟେକକ୍ଷେତ୍ରରେଉପସ୍ଥିତବୁଦ୍ଧି ପ୍ରୟୋଗକରିକାର୍ଯ୍ୟସାଧନକରିବେ ।ସ୍ୱାସ୍ଥ୍ୟସମସ୍ୟାକେତେକାଂଶରେ ନିୟନ୍ତ୍ରଣମଧ୍ୟରେରହିବ ।କର୍ମକ୍ଷେତ୍ରରେଉଚ୍ଚବର୍ଗରବ୍ୟକ୍ତିବିଶେଷଙ୍କ ଦ୍ୱାରାସହ-ଯୋଗ ପାଇବେ ।ଶୁଭରଙ୍ଗ ଧଳା ।ଶୁଭ ଅଙ୍କ ୩ ।
ଚାଷୀ-କୌଣସିସମସ୍ୟା ଥିଲେ, କୃଷିବିଭାଗର ପରାମର୍ଶ ନିଅନ୍ତୁ ।
ରୋଗୀ- ୟୋଗାକରନ୍ତୁ ।
ଛାତ୍ରଛାତ୍ରୀ- ବିଦ୍ୱାନ୍‌ହେବେ ।
କର୍ମଜୀବି-ଅର୍ଥ ମିଳିବ ।
ବ୍ୟବସାୟୀ- ନୂଆବ୍ୟବସାୟଲାଭହେବ ।
ଗୃହିଣୀ-ନୂଆବସ୍ତ୍ରଲାଭହେବ ।

କନ୍ୟା –ସାମାଜିକସ୍ତରରେଉଚ୍ଚବର୍ଗଙ୍କସାହାର୍ଯ୍ୟ ଓ ବନ୍ଧୁମିଳନରୁଉତ୍ସାହିତହେବେ ।ଗୁପ୍ତ ଶତ୍ରୁମାନଙ୍କରସକ୍ରିୟତାବୃଦ୍ଧି ପାଇପାରେ, ଏଣୁସତର୍କତାରକ୍ଷାକରିବାଭଲ ।ଶୁଭରଙ୍ଗୟେଲୋ ।ଶୁଭ ଅଙ୍କ ୬ ।
ଚାଷୀ-ଜଳବାୟୁ ପ୍ରତିସତର୍କରୁହନ୍ତୁ ।
ରୋଗୀ- ସତର୍କତାର ଦିନ ।
ଛାତ୍ରଛାତ୍ରୀ- ବିଦ୍ୟାରେ ମନ ଦେବେ ।
କର୍ମଜୀବି-ସମ୍ମାନିତ ହେବେ ।
ବ୍ୟବସାୟୀ- ବିଜୟୀହେବେ ।
ଗୃହିଣୀ- ମାନସିକଶାନ୍ତି ପାଇବେ ।

ତୁଳା– ନିଜରଇଚ୍ଛାବିରୋଧରେକୌଣସିକାମକରି ଅନୁତାପ କରିବାକୁ ପଡିପାରେ । ପୁତ୍ରକନ୍ୟାଙ୍କହେତୁକସୁଖମିଳିବାସାଙ୍ଗକୁପରିବାରରେଶାନ୍ତିଫେରିଆସିବ ।ଶୁଭରଙ୍ଗନୀଳ ।ଶୁଭ ଅଙ୍କ ୧ ।
ଚାଷୀ-ମାଟିରେଉର୍ବରତା ପାଇଁକୃଷିବିଭାଗର ପରାମର୍ଶ ନିଅନ୍ତୁ ।
ରୋଗୀ- ଥଣ୍ଡାଜନିତରୋଗହୋଇପାରେ ।
ଛାତ୍ରଛାତ୍ରୀ- କ୍ରୀଡାରେ ମନ ଦେବେ ।
କର୍ମଜୀବି-ଅର୍ଥ ହାନୀହେବ ।
ବ୍ୟବସାୟୀ- ବିଜୟୀହେବେ ।
ଗୃହିଣୀ-ଧାର୍ମିକହେବେ ।

ବିଛା–ପ୍ରତ୍ୟେକକାର୍ଯ୍ୟ ଦରଖଣ୍ଡିଆରହିଯାଉଥିବାରୁକ୍ଷୋଭ ପ୍ରକାଶକରିପାରନ୍ତି । ଅନ୍ୟାୟବିରୋଧରେସ୍ୱରଉଠାଇଲେ ମଧ୍ୟ ସମସ୍ତେଶୁଣି ନ ଶୁଣୁଥିବାର ଅଭିନୟକରିବେ ।ଶୁଭ ଅଙ୍କ ପିଚ୍ ।ଶୁଭ ଅଙ୍କ ୪ ।
ଚାଷୀ- ଶ୍ରମସାର୍ଥକହେବ ।
ରୋଗୀ- ଚିକିତ୍ସା ପାଇଁବିଦେଶ ଯାଇପାରନ୍ତି ।
ଛାତ୍ରଛାତ୍ରୀ- ଉଚ୍ଚ ଶିକ୍ଷା ଆବଶ୍ୟକ ।
କର୍ମଜୀବି-କାର୍ଯ୍ୟତତ୍ପରରହିବେ ।
ବ୍ୟବସାୟୀ- ସୁଯୋଗକୁହାତଛଡାକରନ୍ତୁ ନାହିଁ ।
ଗୃହିଣୀ- ଧର୍ଯ୍ୟବାନ୍‌ହେବେ ।

ଧନୁ – ଆପୋସମିଳାମିଶାରୁ ପାରିବାରିକସମସ୍ୟାରସରଳସମାଧାନ ଘଟିବ । ଆପଣଙ୍କରୁକ୍ଷବ୍ୟବହାରବନ୍ଧୁଙ୍କମନରେ ଆଘାତ ଦେଇପାରେ । ତଥାପିସବୁ କଥାକୁହାଲୁକାଭାବେଗ୍ରହଣକଲେକ୍ଷତିରେ ପଡିବେ ।ଶୁଭରଙ୍ଗଗ୍ରୀନ୍ ।ଶୁଭ ଅଙ୍କ ୭ ।
ଚାଷୀ-ପୋଖରୀ/ଗାଢିଆକରିଜଳସଞ୍ଚୟକରନ୍ତୁ ।
ରୋଗୀ- ଚକ୍ଷୁ ପୀଡାହେବ ।
ଛାତ୍ରଛାତ୍ରୀ- ବିଦ୍ୱାନ୍‌ହେବେ ।
କର୍ମଜୀବି-ସମ୍ମାନିତ ହେବେ ।
ବ୍ୟବସାୟୀ- ଚୌରଭୟ ଅଛି ।
ଗୃହିଣୀ- ମିତ୍ରସୁଖ ପାଇବେ ।

ମକର–ଆଜି ଦିନଟିରେ ଅସମ୍ପୂର୍ଣ୍ଣକାର୍ଯ୍ୟସାଙ୍ଗକୁବନ୍ଧୁଙ୍କ ଅନାଦର ଯୋଗୁ ମନଦୁଃଖହୋଇପାରେ । ନିଜରହିତୈଷୀମାନଙ୍କୁବୃଥା ସନ୍ଦେହକରିଭୁଲ୍‌ଠିକ୍ ର ସୁବିଚାରକରିପାରିବେ ନାହିଁ ।ଶୁଭରଙ୍ଗକଫି ।ଶୁଭ ଅଙ୍କ ୩ ।
ଚାଷୀ-ଜଳବାୟୁ ପ୍ରତିସତର୍କରୁହନ୍ତୁ ।
ରୋଗୀ- ସାମାନ୍ୟସୁସ୍ଥ ଅନୁଭବକରିବେ ।
ଛାତ୍ରଛାତ୍ରୀ- ମୂଳଦୁଆ ପକାଇବେ ।
କର୍ମଜୀବି-ସହଯୋଗମିଳିବ ।
ବ୍ୟବସାୟୀ- ଧର୍ଯ୍ୟହାରାହୋଇପାରନ୍ତି ।
ଗୃହିଣୀ- ସଦିଚ୍ଛାଭାବରହିବ ।

କୁମ୍ଭ -ଆଜିକର୍ମକ୍ଷେତ୍ରରେବନ୍ଧୁମାନେ ଅସହ-ଯୋଗମନୋଭାବପୋଷଣକରିସମସ୍ୟାସୃଷ୍ଟିକରିପାରନ୍ତି । ପୈତୃକ ସମ୍ପତ୍ତିକୁକେନ୍ଦ୍ରକରିକଳହ ଆଶଙ୍କାରହିଛି ।ଶୁଭରଙ୍ଗୟେଲୋ ।ଶୁଭଅଙ୍କ ୮ ।
ଚାଷୀ-ମାଟିରେଉର୍ବରତା ପାଇଁକୃଷିବିଭାଗର ପରାମର୍ଶ ନିଅନ୍ତୁ ।
ରୋଗୀ- ୟୋଗାକରନ୍ତୁ ।
ଛାତ୍ରଛାତ୍ରୀ- ବଡଲୋକଙ୍କ କଥା ଶୁଣିବେ ନାହିଁ ।
କର୍ମଜୀବି-ପ୍ରମୋସନ୍‌ମିଳିବ ।
ବ୍ୟବସାୟୀ- ଧର୍ଯ୍ୟହାରାହୋଇପାରନ୍ତି ।
ଗୃହିଣୀ- ପରକୁ ଆପଣାରକରିବେ ।

ମୀନ – ପରିବାରରୁ ପୂର୍ଣ୍ଣସମର୍ଥନ ନ ପାଇବାକାରଣରୁକାମଟି ପୂର୍ଣ୍ଣାଙ୍ଗହେବାସହଜସାଧ୍ୟ ନ ହୋଇପାରେ । ଯାନବାହନ ଚାଳନାରେସତର୍କତା ଅବଲମ୍ବନ କରନ୍ତୁ ।ଏକାଧିକକାମହାତକୁନେଇବ୍ୟସ୍ତବିବ୍ରତହୋଇପାରନ୍ତି ।ଶୁଭରଙ୍ଗ ପିଚ୍ ।ଶୁଭ ଅଙ୍କ ୬ ।
ଚାଷୀ-ଉତ୍ତମବିହନ, କୃଷିବିଭାଗରୁ ଆଣନ୍ତୁ ।
ରୋଗୀ- ସୁସ୍ଥ ଅନୁଭବକରିବେ ।
ଛାତ୍ରଛାତ୍ରୀ- ଚିନ୍ତାଧାରା ଉନ୍ନତ ହେବ ।
କର୍ମଜୀବି- କର୍ମଚଞ୍ଚଳରହିବେ ।
ବ୍ୟବସାୟୀ- ଚୌରଭୟ ଅଛି ।
ଗୃହିଣୀ- ଧର୍ଯ୍ୟବାନ୍‌ହେବେ ।

   Related Posts