ବୁଧବାର ରାଶିଫଳ, ଜାଣନ୍ତୁ କେମିତି କଟିବ ଆପଣଙ୍କ ଦିନ

Published By : Prameya-News7 Bureau | March 22, 2022 IST

ମେଷ– ଆଜି କର୍ମକ୍ଷେତ୍ରରେ ନିଚ୍ଛକ ସତ୍ୟକଥା କହି ପରିସ୍ଥିତିକୁ ସୁଧାରି ନେବେ ।ବନ୍ଧୁଙ୍କ ପରାମର୍ଶ ଏବଂ ପ୍ରତିଯୋଗିତାରେ ସଫଳତା ଯୋଗୁ ମନ ଖୁସିରହିବ । ନିମନ୍ତ୍ରଣ ପାଇ ହଠାତ୍ ଦୂର ଯାତ୍ରା କରିବାକୁ ପଡିପାରେ ।ଶୁଭରଙ୍ଗ ଲାଲ୍ । ଶୁଭ ଅଙ୍କ ୪ ।
ଚାଷୀ- ଶ୍ରମସାର୍ଥକ ହେବ ।
ରୋଗୀ- ସାମାନ୍ୟ ସୁସ୍ଥ ଅନୁଭବ କରିବେ ।
ଛାତ୍ରଛାତ୍ରୀ- ବିଦ୍ୟା ଆରୋହଣ କରିବେ ।
କର୍ମଜୀବି-କାର୍ଯ୍ୟ ତତ୍ପର ରହିବେ ।
ବ୍ୟବସାୟୀ- ଅର୍ଥ ଲାଭ ହେବ ।
ଗୃହିଣୀ-ସୁଖଭାରା ଦିନଟି ।

ବୃଷ–ସକାଳୁ ସକାଳୁ କୌଣସି ଶୁଭଖବର ମନକୁ ଆହ୍ଲାଦିତ କରିବ । ପଛକଥା ଚିନ୍ତା ନ କରି ଏହିସମୟର ପରିସ୍ଥିତିକୁ ସାମନା କରିବାକୁ ଚେଷ୍ଟାକରନ୍ତୁ । ପରିଶ୍ରମ ଜନିତ କ୍ଳାନ୍ତି ଅନୁଭବ କରିପାରନ୍ତି ।ଶୁଭରଙ୍ଗ ଗ୍ରୀନ୍ ।ଶୁଭଅଙ୍କ ୯ ।
ଚାଷୀ-କୀଟନାଶକର ସଠିକ୍‌ ସମୟରେ ବ୍ୟବହାର କରନ୍ତୁ ।
ରୋଗୀ- ଅସୁସ୍ଥ ଅନୁଭବ କରିବେ ।
ଛାତ୍ରଛାତ୍ରୀ- ବିଦ୍ୟାରେ ମନ ଦେବେ ।
କର୍ମଜୀବି-ପ୍ରଶଂସିତ ହେବେ ।
ବ୍ୟବସାୟୀ- ନୂଆଡିଲ୍‌ ମିଳିବ ।
ଗୃହିଣୀ-ସୁଖୀ ହେବେ ।

ମିଥୁନ - କର୍ମକ୍ଷେତ୍ରରେ ପ୍ରତିକୂଳ ପରିସ୍ଥିତିରହିଥିଲେ ମଧ୍ୟ ଧୈର୍ଯ୍ୟହରା ନ ହୋଇକାର୍ଯ୍ୟକଲେଉପକୃତହେବେ ।ବିଶେଷକାରଣରତଜର୍ମାସକାଶେବନ୍ଧୁଦ୍ୱାରକୁଗମନ କରିବେ ।ଶୁଭରଙ୍ଗକ୍ରୀମ୍ ।ଶୁଭଅଙ୍କ ୫ ।
ଚାଷୀ-ଉତ୍ତମବିହନ, କୃଷିବିଭାଗରୁ ଆଣନ୍ତୁ ।
ରୋଗୀ- ଚକ୍ଷୁ ପୀଡାହେବ ।
ଛାତ୍ରଛାତ୍ରୀ- ଚିନ୍ତାଧାରା ଉନ୍ନତ ହେବ ।
କର୍ମଜୀବି- ସ୍ୱକାର୍ଯ୍ୟକରିବେ ।
ବ୍ୟବସାୟୀ- ମଧୁରଭାଷୀହେବେ ।
ଗୃହିଣୀ- ସ୍ୱାଭିମାନୀହେବେ ।

କର୍କଟ–ସହକର୍ମୀକିମ୍ବାବନ୍ଧୁଙ୍କଠାରୁ ଅଯାଚିତସାହାର୍ଯ୍ୟ ପାଇଖୁସିହେବେ । ଆଲୋଚନା ପରିସରରେବିଜ୍ଞବ୍ୟକ୍ତିମାନଙ୍କ ନିକଟରୁଉତ୍ସାହ ଓ ପ୍ରେରଣା ପାଇ ଦୁଃସାଧ୍ୟ କାର୍ଯ୍ୟସାଧନକରିବେ ।ଶୁଭରଙ୍ଗ ନାରଙ୍ଗୀ ।ଶୁଭଅଙ୍କ ୮ ।
ଚାଷୀ-ଜଳବାୟୁବିଭାଗସହଯୋଗାଯୋଗରଖନ୍ତୁ ।
ରୋଗୀ- ଚିକିତ୍ସା ପାଇଁବିଦେଶ ଯାଇପାରନ୍ତି ।
ଛାତ୍ରଛାତ୍ରୀ- ବ୍ୟାୟାମ୍‌କରନ୍ତୁ ।
କର୍ମଜୀବି-ପ୍ରଶଂସିତହେବେ ।
ବ୍ୟବସାୟୀ- ଅର୍ଥ ହାନୀହେବ ।
ଗୃହିଣୀ-ଧାର୍ମିକହେବେ ।

ସିଂହ – ଆଜି ଆପଣ ପ୍ରତ୍ୟେକକ୍ଷେତ୍ରରେଉପସ୍ଥିତବୁଦ୍ଧି ପ୍ରୟୋଗକରିକାର୍ଯ୍ୟସାଧନକରିବେ ।ସ୍ୱାସ୍ଥ୍ୟସମସ୍ୟାକେତେକାଂଶରେ ନିୟନ୍ତ୍ରଣମଧ୍ୟରେରହିବ ।କର୍ମକ୍ଷେତ୍ରରେଉଚ୍ଚବର୍ଗରବ୍ୟକ୍ତିବିଶେଷଙ୍କ ଦ୍ୱାରାସହ-ଯୋଗ ପାଇବେ ।ଶୁଭରଙ୍ଗ ଧଳା ।ଶୁଭ ଅଙ୍କ ୩ ।
ଚାଷୀ-କୌଣସିସମସ୍ୟା ଥିଲେ, କୃଷିବିଭାଗର ପରାମର୍ଶ ନିଅନ୍ତୁ ।
ରୋଗୀ- ୟୋଗାକରନ୍ତୁ ।
ଛାତ୍ରଛାତ୍ରୀ- ବିଦ୍ୱାନ୍‌ହେବେ ।
କର୍ମଜୀବି-ଅର୍ଥ ମିଳିବ ।
ବ୍ୟବସାୟୀ- ନୂଆବ୍ୟବସାୟଲାଭହେବ ।
ଗୃହିଣୀ-ନୂଆବସ୍ତ୍ରଲାଭହେବ ।

କନ୍ୟା –ସାମାଜିକସ୍ତରରେଉଚ୍ଚବର୍ଗଙ୍କସାହାର୍ଯ୍ୟ ଓ ବନ୍ଧୁମିଳନରୁଉତ୍ସାହିତହେବେ ।ଗୁପ୍ତ ଶତ୍ରୁମାନଙ୍କରସକ୍ରିୟତାବୃଦ୍ଧି ପାଇପାରେ, ଏଣୁସତର୍କତାରକ୍ଷାକରିବାଭଲ ।ଶୁଭରଙ୍ଗୟେଲୋ ।ଶୁଭ ଅଙ୍କ ୬ ।
ଚାଷୀ-ଜଳବାୟୁ ପ୍ରତିସତର୍କରୁହନ୍ତୁ ।
ରୋଗୀ- ସତର୍କତାର ଦିନ ।
ଛାତ୍ରଛାତ୍ରୀ- ବିଦ୍ୟାରେ ମନ ଦେବେ ।
କର୍ମଜୀବି-ସମ୍ମାନିତ ହେବେ ।
ବ୍ୟବସାୟୀ- ବିଜୟୀହେବେ ।
ଗୃହିଣୀ- ମାନସିକଶାନ୍ତି ପାଇବେ ।

ତୁଳା– ନିଜରଇଚ୍ଛାବିରୋଧରେକୌଣସିକାମକରି ଅନୁତାପ କରିବାକୁ ପଡିପାରେ । ପୁତ୍ରକନ୍ୟାଙ୍କହେତୁକସୁଖମିଳିବାସାଙ୍ଗକୁପରିବାରରେଶାନ୍ତିଫେରିଆସିବ ।ଶୁଭରଙ୍ଗନୀଳ ।ଶୁଭ ଅଙ୍କ ୧ ।
ଚାଷୀ-ମାଟିରେଉର୍ବରତା ପାଇଁକୃଷିବିଭାଗର ପରାମର୍ଶ ନିଅନ୍ତୁ ।
ରୋଗୀ- ଥଣ୍ଡାଜନିତରୋଗହୋଇପାରେ ।
ଛାତ୍ରଛାତ୍ରୀ- କ୍ରୀଡାରେ ମନ ଦେବେ ।
କର୍ମଜୀବି-ଅର୍ଥ ହାନୀହେବ ।
ବ୍ୟବସାୟୀ- ବିଜୟୀହେବେ ।
ଗୃହିଣୀ-ଧାର୍ମିକହେବେ ।

ବିଛା–ପ୍ରତ୍ୟେକକାର୍ଯ୍ୟ ଦରଖଣ୍ଡିଆରହିଯାଉଥିବାରୁକ୍ଷୋଭ ପ୍ରକାଶକରିପାରନ୍ତି । ଅନ୍ୟାୟବିରୋଧରେସ୍ୱରଉଠାଇଲେ ମଧ୍ୟ ସମସ୍ତେଶୁଣି ନ ଶୁଣୁଥିବାର ଅଭିନୟକରିବେ ।ଶୁଭ ଅଙ୍କ ପିଚ୍ ।ଶୁଭ ଅଙ୍କ ୪ ।
ଚାଷୀ- ଶ୍ରମସାର୍ଥକହେବ ।
ରୋଗୀ- ଚିକିତ୍ସା ପାଇଁବିଦେଶ ଯାଇପାରନ୍ତି ।
ଛାତ୍ରଛାତ୍ରୀ- ଉଚ୍ଚ ଶିକ୍ଷା ଆବଶ୍ୟକ ।
କର୍ମଜୀବି-କାର୍ଯ୍ୟତତ୍ପରରହିବେ ।
ବ୍ୟବସାୟୀ- ସୁଯୋଗକୁହାତଛଡାକରନ୍ତୁ ନାହିଁ ।
ଗୃହିଣୀ- ଧର୍ଯ୍ୟବାନ୍‌ହେବେ ।

ଧନୁ – ଆପୋସମିଳାମିଶାରୁ ପାରିବାରିକସମସ୍ୟାରସରଳସମାଧାନ ଘଟିବ । ଆପଣଙ୍କରୁକ୍ଷବ୍ୟବହାରବନ୍ଧୁଙ୍କମନରେ ଆଘାତ ଦେଇପାରେ । ତଥାପିସବୁ କଥାକୁହାଲୁକାଭାବେଗ୍ରହଣକଲେକ୍ଷତିରେ ପଡିବେ ।ଶୁଭରଙ୍ଗଗ୍ରୀନ୍ ।ଶୁଭ ଅଙ୍କ ୭ ।
ଚାଷୀ-ପୋଖରୀ/ଗାଢିଆକରିଜଳସଞ୍ଚୟକରନ୍ତୁ ।
ରୋଗୀ- ଚକ୍ଷୁ ପୀଡାହେବ ।
ଛାତ୍ରଛାତ୍ରୀ- ବିଦ୍ୱାନ୍‌ହେବେ ।
କର୍ମଜୀବି-ସମ୍ମାନିତ ହେବେ ।
ବ୍ୟବସାୟୀ- ଚୌରଭୟ ଅଛି ।
ଗୃହିଣୀ- ମିତ୍ରସୁଖ ପାଇବେ ।

ମକର–ଆଜି ଦିନଟିରେ ଅସମ୍ପୂର୍ଣ୍ଣକାର୍ଯ୍ୟସାଙ୍ଗକୁବନ୍ଧୁଙ୍କ ଅନାଦର ଯୋଗୁ ମନଦୁଃଖହୋଇପାରେ । ନିଜରହିତୈଷୀମାନଙ୍କୁବୃଥା ସନ୍ଦେହକରିଭୁଲ୍‌ଠିକ୍ ର ସୁବିଚାରକରିପାରିବେ ନାହିଁ ।ଶୁଭରଙ୍ଗକଫି ।ଶୁଭ ଅଙ୍କ ୩ ।
ଚାଷୀ-ଜଳବାୟୁ ପ୍ରତିସତର୍କରୁହନ୍ତୁ ।
ରୋଗୀ- ସାମାନ୍ୟସୁସ୍ଥ ଅନୁଭବକରିବେ ।
ଛାତ୍ରଛାତ୍ରୀ- ମୂଳଦୁଆ ପକାଇବେ ।
କର୍ମଜୀବି-ସହଯୋଗମିଳିବ ।
ବ୍ୟବସାୟୀ- ଧର୍ଯ୍ୟହାରାହୋଇପାରନ୍ତି ।
ଗୃହିଣୀ- ସଦିଚ୍ଛାଭାବରହିବ ।

କୁମ୍ଭ -ଆଜିକର୍ମକ୍ଷେତ୍ରରେବନ୍ଧୁମାନେ ଅସହ-ଯୋଗମନୋଭାବପୋଷଣକରିସମସ୍ୟାସୃଷ୍ଟିକରିପାରନ୍ତି । ପୈତୃକ ସମ୍ପତ୍ତିକୁକେନ୍ଦ୍ରକରିକଳହ ଆଶଙ୍କାରହିଛି ।ଶୁଭରଙ୍ଗୟେଲୋ ।ଶୁଭଅଙ୍କ ୮ ।
ଚାଷୀ-ମାଟିରେଉର୍ବରତା ପାଇଁକୃଷିବିଭାଗର ପରାମର୍ଶ ନିଅନ୍ତୁ ।
ରୋଗୀ- ୟୋଗାକରନ୍ତୁ ।
ଛାତ୍ରଛାତ୍ରୀ- ବଡଲୋକଙ୍କ କଥା ଶୁଣିବେ ନାହିଁ ।
କର୍ମଜୀବି-ପ୍ରମୋସନ୍‌ମିଳିବ ।
ବ୍ୟବସାୟୀ- ଧର୍ଯ୍ୟହାରାହୋଇପାରନ୍ତି ।
ଗୃହିଣୀ- ପରକୁ ଆପଣାରକରିବେ ।

ମୀନ - ପରିବାରରୁ ପୂର୍ଣ୍ଣସମର୍ଥନ ନ ପାଇବାକାରଣରୁକାମଟି ପୂର୍ଣ୍ଣାଙ୍ଗହେବାସହଜସାଧ୍ୟ ନ ହୋଇପାରେ । ଯାନବାହନ ଚାଳନାରେସତର୍କତା ଅବଲମ୍ବନ କରନ୍ତୁ ।ଏକାଧିକକାମହାତକୁନେଇବ୍ୟସ୍ତବିବ୍ରତହୋଇପାରନ୍ତି ।ଶୁଭରଙ୍ଗ ପିଚ୍ ।ଶୁଭ ଅଙ୍କ ୬ ।
ଚାଷୀ-ଉତ୍ତମବିହନ, କୃଷିବିଭାଗରୁ ଆଣନ୍ତୁ ।
ରୋଗୀ- ସୁସ୍ଥ ଅନୁଭବକରିବେ ।
ଛାତ୍ରଛାତ୍ରୀ- ଚିନ୍ତାଧାରା ଉନ୍ନତ ହେବ ।
କର୍ମଜୀବି- କର୍ମଚଞ୍ଚଳରହିବେ ।
ବ୍ୟବସାୟୀ- ଚୌରଭୟ ଅଛି ।
ଗୃହିଣୀ- ଧର୍ଯ୍ୟବାନ୍‌ହେବେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.